ଚାକିରିରୁ ଅବସର ନେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ର
ପୁଇଁତଲା, (ଶମ୍ଭୁନାଥ ସାହୁ) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ, ବାନ୍ଧପଡାଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ପ୍ରକୁତିବନ୍ଧୁ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା । କମିଟିର ସଭ୍ୟ!-->…
Read More...
Read More...