Browsing Tag

pib news

ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

• ମେ' ୧୫ ତାରିଖରେ ‘ସଷ୍ଟେନ୍‌ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ• ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ଆୟୋଜିତ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ହୋଇଥିବା ବିଚାରବିମର୍ଶକୁ ଆଗକୁ…
Read More...

ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’…

• ପୁରୀ ବେଳାଭୂମିରେ ମେ' ୧୪ ତାରିଖରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତକୁ ନେଇ ବାଲୁକା କଳା ତିଆରି କରିବେ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ୱର, (ପିଆଇବି) : ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌…
Read More...

ସ୍ୱଚ୍ଛତା କ୍ଷେତ୍ରରେ ଆଉ ଏକ ପ୍ରମୁଖ ମାଇଲ ଖୁଣ୍ଟ ହାସଲ କରିଛି ଭାରତ

ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ୫୦% ଗ୍ରାମ ବର୍ତ୍ତମାନ ଓଡିଏଫ୍ ପ୍ଲସ୍ ଗ୍ରାମ ହୋଇଛିପାଖାପାଖି ୩ ଲକ୍ଷ ଗ୍ରାମ ଗୁଡିକ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ୨୦୨୪ - ୨୫ ସୁଦ୍ଧା ଏସ୍ୱିଏମ୍ - ଜି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ…
Read More...

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ

● ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି ; ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ଦିଆଯାଇଛି ଭୁବନେଶ୍ୱର, (ପିଆଇବି) : ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ…
Read More...

ଓଡିଶାରେ ୫୧୨୬୦ ନକଲି ସିମ୍ କାର୍ଡ ବାତିଲ

ଭୁବନେଶ୍ୱର, (ପିଆଇବି) : ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି / ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି । ଏହା ସହାୟତାରେ ସାଇବର…
Read More...

ପ୍ରାଦେଶିକ ସେନା ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ…
Read More...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବା ସହିତ ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ,…
Read More...

ଭାରତୀୟ ବାୟୁ ସେନା ସି-୧୭ ବିମାନ ମାଧ୍ୟମରେ ସୁଦାନରୁ ସାମରିକ ଉଦ୍ଧାର ଅଭିଯାନ ଅନ୍ତର୍ଗତ ପ୍ରାୟ ୨୪ ଘଣ୍ଟାର…

ନୂଆଦିଲ୍ଲୀ, (ପିଆଇବି) : ୦୩ - ୦୪ ମେ' ୨୩ର ମଧ୍ୟରାତ୍ରିରେ, ହିନ୍ଦାନରୁ ବିମାନ ଚଳାଚଳ କରୁଥିବା ଏକ ଭାରତୀୟ ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନ ରାତିସାରା ଉଡ଼ାଣ କରି ସାଉଦି ଆରବର ଜେଦାଠାରେ ଅବତରଣ କରିବାକୁ ଯାଇଥିଲା । ଏହି ବିମାନଟି ଯୁଦ୍ଧ ପ୍ରପୀଡ଼ିତ ସୁଦାନ ଦେଇ ଭାରତକୁ ଫେରିବା…
Read More...

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ : ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ଡିଏଫ୍ପିଡି ପକ୍ଷରୁ ହିତାଧିକାରୀଙ୍କ ସହ ଏକ ବୈଠକରେ ଖାଇବା ତେଲର ସମୀକ୍ଷା କରାଯାଇଛି ଦିଲ୍ଲୀ, (ପିଆଇବି) : ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି…
Read More...

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

• ପାହାଡ଼ପୁର ଗ୍ରାମରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ କଲେ ଶିଳାନ୍ୟାସ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ…
Read More...