Browsing Tag

pib news

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) :ଯୁବ ସାଥୀଗଣ,ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍‍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା
Read More...

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)-ଆର୍ଥିକ ସମାବେଶୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ମିଶନ କାର୍ଯ୍ୟକାରିତାର…

ଯୋଜନା ଆରମ୍ଭରୁ ଏଯାବତ୍ ୪୬.୨୫କୋଟିରୁ ଅଧିକ ହିତାଧିକାରୀ ପିଏମ୍‌ଜେଡିୱାଇ ଅଧୀନରେ ଖାତା ଖୋଲିଛନ୍ତି ଏବଂ ସେମାନଙ୍କ ଜମା ଟଙ୍କାର ମୋଟ ପରିମାଣ ୧, ୭୩, ୯୫୪ କୋଟିଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ : ସମାବେଶୀ ବିକାଶ ହାସଲ ପାଇଁ ଆର୍ଥିକ ସମାବେଶ ଏକ ବଡ ପଦକ୍ଷେପ; ଏହା ଦ୍ୱାରା
Read More...

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ କ୍ରୀଡା ପୁରସ୍କାର ୨୦୨୨ ପାଇଁ ଆବେଦନ ଆମନ୍ତ୍ରିତ କରିଛି

ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ dbtyas-sports.gov.in ମାଧ୍ୟମରେ ଆବେଦନ ଗୁଡିକ କେବଳ ଅନ୍ ଲାଇନ୍ ମୋଡ୍‌ରେ ଆମନ୍ତ୍ରିତ କରା ଯାଇଛି : ଆବେଦନ ଗୁଡିକ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ରାତି ୧୧.୫୯ ସୁଦ୍ଧା ଗ୍ରହଣ କରା ଯିବ ଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ
Read More...

ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଖଦି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

“୭୫୦୦ ଭଉଣୀ ଏକତ୍ର ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି”“ତୁମର ହାତ, ଚରଖା ଉପରେ ସୂତା କାଟିବାବେଳେ ଭାରତର କପଡା ବୁଣୁଛି”“ସ୍ୱାଧୀନତା ସଂଗ୍ରାମ ପରି ଖଦି ଏକ ବିକଶିତ ଭାରତ ଏବଂ ଆତ୍ମର୍ନିଭରଶୀଳ ଭାରତର ପ୍ରତିଶ୍ରୁତି ପୂରଣ କରିବାରେ ପ୍ରେରଣା ଯୋଗାଇପାରେ”“ଜାତି ପାଇଁ ଖଦି ଏବଂ
Read More...

ନୂଆଦିଲ୍ଲୀରେ ଦକ୍ଷତା ତାଲିମ ପ୍ରମାଣପତ୍ର ବିତରଣ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଶ୍ରମବଳର ସମ୍ପୂର୍ଣ୍ଣ ଉପଯୋଗ ଦ୍ୱାରା ଭାରତ ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ- ଧର୍ମେନ୍ଦ୍ର ପ୍ରଧାନ• ଆରପିଏଲ ଦକ୍ଷତା ତାଲିମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ• ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ ଦିଗରେ ଦକ୍ଷତା ବିକାଶର ମହତ୍ୱପୂର୍ଣ୍ଣ ଭୂମିକା
Read More...

ଐତିହାସିକ ପଦକ୍ଷେପ : ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ…

● ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ● ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ: ଡକ୍ଟର ମନସୁଖ ମାଣ୍ଡଭିୟ● “ଏହି ନିଷ୍ପତ୍ତି ସମାନତାକୁ ସୁନିଶ୍ଚିତ
Read More...

ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

• ଡିଆରଡିଓ ଏବଂ ଭାରତୀୟ ନୌସେନା ଦ୍ୱାରା ଓଡ଼ିଶା ଉପକୂଳରେ ସମ୍ପନ୍ନ ହେଲା ଫ୍ଲାଇଟ୍ ଟେଷ୍ଟ ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ
Read More...

ମେଲବୋର୍ଣ୍ଣଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ୍କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅଭୂତପୂର୍ବ ସୁଯୋଗ ଆଣିଛି- ଧର୍ମେନ୍ଦ୍ର ପ୍ରଧାନ• ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା• ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ
Read More...

ଭାରତ-ଅଷ୍ଟ୍ରେଲିୟା ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ମିଳିତଭାବେ ଅଷ୍ଟ୍ରେଲିୟ ପ୍ରତିପକ୍ଷ ମହାମହିମ ଜାସନ କ୍ଲେଆରଙ୍କ ସହ…

ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଦୁଇପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ହେଲେ ସହମତଭାରତରେ କ୍ୟାମ୍ପସ ସ୍ଥାପନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିୟ ଶିକ୍ଷାନୁଷ୍ଠାନଗୁଡିକୁ କଲେ ଆମନ୍ତ୍ରଣଭାରତୀୟ ଛାତ୍ରଛାତ୍ରୀଙ୍କ ଅଟକିଥିବା ଭିସା ସମସ୍ୟା ପ୍ରସଙ୍ଗ ଉତ୍ଥାପନ କଲେ
Read More...

ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀ

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ - ଧର୍ମେନ୍ଦ୍ର ପ୍ରଧାନ• ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ-ଅଧ୍ୟକ୍ଷତା• ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ
Read More...