Browsing Tag

pib news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁତିନଙ୍କ ସହିତ ଆଲୋଚନା କରିଛନ୍ତି

ଉଭୟ ନେତା ଦ୍ବିପାକ୍ଷିକ, କ୍ଷେତ୍ରୀୟ ଓ ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିଛନ୍ତିଜି-20 ଶିଖର ସମ୍ମିଳନୀରେ ରୁଷର ପ୍ରତିନିଧିତ୍ବ ଦେଶର ବିଦେଶ ମନ୍ତ୍ରୀ କରିବେପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତାକୁ ରୁଷର ନିରନ୍ତର ସମର୍ଥନ ପାଇଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି …
Read More...

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

"ଆପଣମାନେ ହେଉଛନ୍ତି ଏହି 'ଅମୃତ କାଳ' ର 'ଅମୃତ ରକ୍ଷକ'“ଗତ କିଛି ବର୍ଷ ମଧ୍ୟରେ, ଆମେ ଅର୍ଦ୍ଧସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ବୃହତ୍ ପରିବର୍ତ୍ତନ ଆଣିଛୁ”“ଆଇନର ଶାସନ ଦ୍ୱାରା ସୁରକ୍ଷିତ ବାତାବରଣ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ”“ବିଗତ ୯ ବର୍ଷ ମଧ୍ୟରେ…
Read More...

ରୋଜଗାର ମେଳା ଅଧୀନରେ ଅଗଷ୍ଟ ୨୮ ତାରିଖରେ ସରକାରୀ ବିଭାଗ ଏବଂ ସଂଗଠନ ଗୁଡିକରେ ନବନିଯୁକ୍ତ ବ୍ୟକ୍ତି ମାନଙ୍କୁ…

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପଅନଲାଇନ ମୋଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନବନିଯୁକ୍ତ କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେଇ ପାରିବେ ନୂଆଦିଲ୍ଲୀ, (ପିଆଇବି) :…
Read More...

ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

‘‘ଭାରତର ଚନ୍ଦ୍ର ଅଭିଯାନ ଉଭୟ ବିଜ୍ଞାନ ଓ ଶିଳ୍ପ ଜଗତର ସଫଳତା’’‘‘ବି-୨୦ର ବିଷୟବସ୍ତୁ –ରାଇଜ୍ ରେ 'ଆଇ' ନବସୃଜନକୁ ପ୍ରତିନିଧିତ୍ୱ କରୁଛି। କିନ୍ତୁ ନବସୃଜନ ସହିତ ମୁଁ ଏଥିରେ ଆଉ ଏକ 'ଆଇ' ମଧ୍ୟ ଦେଖୁଛି- ଅନ୍ତର୍ଭୁକ୍ତିକରଣ’’"ଆମର ଅଧିକାଂଶ ପୁଞ୍ଜିନିବେଶ ଆବଶ୍ୟକ କରୁଥିବା ଉପାଦାନ ହେଉଛି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଭାଷଣର ସଂକଳନ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା…

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୋପାଳର କୁଶାଭାଉ ଠାକରେ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଦ୍ୱିତୀୟ…
Read More...

ଚନ୍ଦ୍ରଯାନ-୩ ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇସ୍ରୋକୁ ସମ୍ବୋଧନ

“ଆପଣମାନଙ୍କ ଅଧ୍ୟବସାୟ, ଉତ୍ସର୍ଗ ମନୋଭାବ, ସାହସ ଓ କର୍ତ୍ତବ୍ୟନିଷ୍ଠା ନିମନ୍ତେ ଆପଣମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତଥା ଇସ୍ରୋ ପରିଦର୍ଶନ ପାଇଁ ମୁଁ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲି”“ଭାରତ ଚନ୍ଦ୍ରରେ ପହଂଚିଛି, ଆମେ ଚନ୍ଦ୍ରରେ ଆମ ଜାତୀୟ ଗୌରବକୁ ସ୍ଥାପନ କରିଛୁ”“ଏକବିଂଶ…
Read More...

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

● “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ”● “ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ । ଆମେ ଆମର ଦୃଶ୍ୟମାନ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ…
Read More...

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ ଦେଲା ସୂଚନା ଓ ପ୍ରସାରଣ…

• ଜୁଆ/ ବେଟିଂ ବିଜ୍ଞାପନରେ କଳା ଧନ ବିନିଯୋଗ ହୋଇଥାଇପାରେ• ପ୍ରମୁଖ କ୍ରୀଡ଼ା ସମାରୋହରେ ଏଭଳି ବିଜ୍ଞାପନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି• ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ…
Read More...

ବ୍ରିକ୍ସ – ଆଫ୍ରିକା ଆଉଟ୍‌ରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦିଲ୍ଲୀ, (ପିଆଇବି) :ମହାମହିମ,ଆଫ୍ରିକା ମାଟିରେ ଆପଣ ସମସ୍ତ ବନ୍ଧୁ ମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋତେ ବହୁତ ଆନନ୍ଦିତ କରୁଛି ।ବ୍ରିକ୍ସ ଆଉଟରିଚ୍ ଶିଖର ସମ୍ମିଳନୀରେ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକାର ଦେଶ ମାନଙ୍କ ସହ ନିଜର ମତ ରଖିବାକୁ ସୁଯୋଗ ଦେଇ ଥିବାରୁ ମୁଁ ରାଷ୍ଟ୍ରପତି…
Read More...