Browsing Tag

pib news

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ସପ୍ତଦଶ ଲୋକସଭା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସାକ୍ଷୀ ହୋଇଛି। ଏହି ପାଞ୍ଚ ବର୍ଷ 'ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ' ବିଷୟରେ ଥିଲାସେନଗୋଲ୍ ଭାରତର ଐତିହ୍ୟର ପୁନରୁଦ୍ଧାର ଏବଂ ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତର ସ୍ମୃତିର ପ୍ରତୀକଏହି ସମୟ ମଧ୍ୟରେ ଭାରତ ଜି-୨୦ର ଅଧ୍ୟକ୍ଷତା…
Read More...

ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆବର୍ଗ ଜାତି ସମ୍ପର୍କରେ ଏକ ସାଧାରଣ ସଭାରେ ରାହୁଳ ଗାନ୍ଧୀ ଦେଇଥିବା ବିବୃତ୍ତି…

ନୂଆଦିଲ୍ଲୀ, (ପିଆଇବି) : ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି । ଏହା ଉପରେ ଜାତୀୟ…
Read More...

ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ଓ ମିଆଁମାର ମଧ୍ୟରେ ଦୁଇଦେଶର ନାଗରିକଙ୍କ ପାଇଁ…

● ଏହି ନିଷ୍ପତ୍ତି ଫଳରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଥିବା ଜନସାଂଖ୍ୟିକ ଢାଞ୍ଚା ବଜାୟ ରଖିବ ଏବଂ ଆମ ସୀମାକୁ ଲାଗିଥିବା ମିଆଁମାରରୁ କେହି ଭାରତ ଭିତରକୁ ଅବାଧରେ ପ୍ରବେଶ କରିପାରିବେ ନାହିଁ● ଭାରତର ସୀମାନ୍ତକୁ ସୁରକ୍ଷିତ ଓ ନିରାପଦ ରଖିବାକୁ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର…
Read More...

ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ଆମ ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ଡ.ମନମୋହନ ସିଂହଙ୍କ ନାମ ରହିବ "ଏହି ଗୃହ ଛଅ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ଆକାର ପାଇଛି" ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ…
Read More...

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ବଢୁଥିବା ଆତ୍ମବିଶ୍ୱାସ, ଆଶାଜନକ ଭବିଷ୍ୟତ ଏବଂ ଜନସାଧାରଣଙ୍କ ଅସୀମ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରାଯାଇଛି"ଦୁର୍ବଳ ସ୍ଥିତି ଏବଂ ପଲିସି ପାରାଲିସିସ୍‌ରୁ ଊର୍ଦ୍ଧ୍ଵକୁ ଉଠି ଦେଶ ଶ୍ରେଷ୍ଠ ୫ ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇ ପାରିଛିସରକାରଙ୍କ…
Read More...

ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଏବଂ…

ଗୋଆସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟିତନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରାଯାଇଛିଯାତ୍ରୀ ରୋପୱେ ସହିତ ଆନୁସଙ୍ଗିକ ପର୍ଯ୍ୟଟନ କାର୍ଯ୍ୟ ଏବଂ ୧୦୦ ଏମ୍‌ଏଲ୍‌ଡି ଜଳ ବିଶୋଧନ ପ୍ଲାଣ୍ଟ ପାଇଁ…
Read More...

କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

ଏହି ଚାଉଳର ମୂଲ୍ୟ କିଲୋ ପିଛା ୨୯ ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ଉପଲବ୍ଧକେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଓ ଏନ୍‌ସିସିଏଫ୍‌ର ବିକ୍ରୟ କେନ୍ଦ୍ରରେ ଏହି ଚାଉଳ ବିକ୍ରିର ବ୍ୟବସ୍ଥା କରାଯାଇଛିଏସବୁ ସଂସ୍ଥାର ଭ୍ରାମ୍ୟମାଣ କେନ୍ଦ୍ରରୁ ମଧ୍ୟ ଲୋକେ…
Read More...

ପ୍ରଥମ ବିମଷ୍ଟେକ ଆକ୍ୱାଟିକ୍ସ ଚାମ୍ପିୟାନସିପ୍‌ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

୨୦୨୪ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ୭ଟି ବିମଷ୍ଟେକ ରାଷ୍ଟ୍ର ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ ପ୍ରଗତି, ବିକାଶ ଓ ସହଯୋଗର କ୍ଷେତ୍ରରେ ପରିଣତ ହେବ : ଅନୁରାଗ ସିଂହ ଠାକୁର …
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛିଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି୩.୮୫ କୋଟିରୁ ଅଧିକ ଲୋକଙ୍କ ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୧.୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଉଚ୍ଚ ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ…
Read More...