Browsing Tag

patnagarh news

କଫ୍‌ ସିରଫ ଚୋରା ଚାଲାଣ : ବିଜୁ ଯୁବ ବାହିନୀ ସଦସ୍ୟ ସହ ୪ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ପୋଲିସ ଗତକାଲି ୪ ଜଣ କଫ ସିରପ୍‌ ବେପାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଘଂଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଏସ.ଆଇ. ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା
Read More...

ପଦାରେ ପଡିଲା ବ୍ଲକ ପ୍ରଶାସନର ଅବହେଳା : ଜରାଜୀର୍ଣ୍ଣ ଘରେ ରାତ୍ରୀଯାପନ ବେଳେ କାନ୍ଥ ଭାଙ୍ଗି ଜଣେ ମୃତ, ୪ ଗୁରୁତର

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ଗ୍ରାମ ପଂଚାୟତ ଘୁନଘୁଟିପାଲି ଗ୍ରାମରେ ଗତକାଲି ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଜଣେ ମୃତ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ଅନୁଯାୟୀ, ଘୁନଘୁଟିପାଲି
Read More...

ବର୍ଷାରେ କାନ୍ଥ ଭୁଷୁଡ଼ିଲା : ନାବାଳିକାଙ୍କ ମୃତ୍ୟୁ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଦେଉଳଗାଁ ଗ୍ରାମ ପଞ୍ଚାୟତର ଘୁନ୍‌ଘୁଟିପାଲି ଗାଁରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣେ ୧୬ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ଆଉ ଚାରିଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର
Read More...

ବେଲପଡା ପୋଲିସ ଦ୍ୱାରା ୩ ହତ୍ୟାକାରୀ ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବେଲପଡା ଥାନା ଅନ୍ତର୍ଗତ ପଲସାପଡା, ଭରୁଆପାଲି ଗ୍ରାମର ସୁରେନ୍ଦ୍ର ବନଛୋରଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜକୁମାର ବନଛୋର, ଉଦ୍ଧବ ଛତ୍ରିଆ ଏବଂ ନରସିଂହ ଛତ୍ରିଆ । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା
Read More...

ପାଟଣାଗଡ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ ବୈଠକ

ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ ସହର ବ୍ରହ୍ମପୁରା ଶୁଭଦ୍ରା ଭବନ ଠାରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗର ଅଧ୍ୟକ୍ଷ ଶ୍ରୀ ସୋମନାଥ ପଧାନଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ରଥଯାତ୍ରାର ଖର୍ଚ୍ଚ ବିବରଣୀ, ଯାତ୍ରା
Read More...