Browsing Tag

patanagrh news

ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତରା ଗ୍ରାମର ୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି…

ପାଟଣାଗଡ, (ଗୋରେଖନାଥ ବରିହା) : ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଥିବା
Read More...

ଗାଁ ଦାଣ୍ଡରେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଆଦିବାସୀ କଲ୍ୟାଣ ସଂଘ…

ପାଟଣାଗଡ଼, (ଗୋରେଖନାଥ ବରିହା) ଖପ୍ରାଖୋଲ ଥାନା ବେନକେରା ଗ୍ରାମର ରାଜୀବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ଜନୈକ ଅଭିଯୁକ୍ତ ମାନେ ମିଶି ରାଜୀବଙ୍କୁ ଅଟକାଇ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ରାଜୀବ ଚେତା ଶୂନ୍ୟ ହୋଇପଡ଼ିଯାଇଥିଲେ । ପରିବାର ଲୋକେ ଉଦ୍ଧାର କରି
Read More...

ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା
Read More...

ଗାନ୍ଧୀ ଜୟନ୍ତୀ ଠାରୁ ସ୍ୱଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସ୍ଵଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ବ୍ଳକର ଉଲବା ଗ୍ରାମରୁ ଆରମ୍ଭ ହେଇଥିଲା । ସଫେଇ କାର୍ଯ୍ୟକ୍ରମକୁ ବିଧାୟକ
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ନବନିର୍ମିତ ଜାମଜୌରି ସେତୁର ଉଦଘାଟନ : ୧୦ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ନିକଟସ୍ଥ ଜାମଜୌରି ନାଳ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ନବ ନିର୍ମିତ ବିଜୁସେତୁର ଶୁଭ ଉଦଘାଟନ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ହୋଇଯାଇଛି । ୪୧୮.୦୭ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନବ ନିର୍ମିତ ସେତୁ
Read More...

ପାଟଣାଗଡ଼ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସତ୍ୟ ଓ ଅହିଂସାର ପୂଜାରୀ, ଦୂର୍ବଳର ବନ୍ଧୁ ମାହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସଂଘର କାର୍ଯ୍ୟାଳୟ ଠାରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୁତ ଲାଲବାହାଦୁର ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଦୀପ
Read More...

ବିଜେଡିରେ ସାମିଲ ହେଲେ ୨୪୦ ଜଣ ଯୁବକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଣଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ସାମିଲ ହୋଇଛନ୍ତି ୨୪୦ ଜଣ ଯୁବକ ବୋଲି ଜଣାପଡିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପରେ ଆସ୍ଥା
Read More...

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ : ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ ଘଟଣାକୁ ସଂଘ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ
Read More...

ଏକଦିବସୀୟ ଜିଲ୍ଲା ସ୍ତରୀୟ କବାଡି ଖେଳ ଉଦଯାପିତ : ଲୋଇସିଂହା ଦଳ ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖେଳପଡିଆ ଠାରେ ଏକଦିବସୀୟ କବାଡି ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୧୦ ଗୋଟି ଦଳ ଭାଗ ନେଇଥିଲେ । ଲୋଇସିଂହା ଓ ବେଲପଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ
Read More...

୨ୟ ଶ୍ରେଣୀର ଛାତ୍ର କିଡ୍‌ନୀ ରୋଗରେ ଆକ୍ରାନ୍ତ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ତେନ୍ତୁଲିମୁଣ୍ଡା ଗ୍ରାମର ଗରିବ ଅସହାୟ ଈଶ୍ୱର ସୁନାଙ୍କ ପୁଅ ରାଘବ ସୁନା(୭) କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହେଉପାରୁନାହିଁ । ବର୍ତ୍ତମାନ ଶିଶୁଟି ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...