Browsing Tag

patanagrh news

ବିବାହିତା ଆଦିବାସୀ ମହିଳା ନିଖୋଜ : ୧୧ ଦିନ ବିତିଯାଇଥିଲେ ହେଁ ପତ୍ତା ମିଳୁନି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବାଲିପଟା ଗ୍ରାମର ଆଦିବାସୀ ସଂପ୍ରଦାୟ ବିଦେଶୀ ବରିହାଙ୍କ ବିବାହିତ ଝିଅ ବିଜ୍ଞସେନୀ ବରିହା (୩୫) ବଣାଇମୁଣ୍ଡା ପଞ୍ଚାୟତ ବିଜାମାଗୁର ତାଙ୍କ ଶଶୁର ଘରୁ ନିଖୋଜ ହୋଇଯାଇଛନ୍ତି । ବିଜ୍ଞସେନୀ ନିଖୋଜ ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ
Read More...

ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ଧାରଣା

ପାଟଣାଗଡ, (ଗୋରେଖନାଥ ବରହିହା) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ମଙ୍ଗଳବାର ଦିନ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସି ପରିସରରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପାଟଣାଗଡ ତହସିଲଦାର ତଥା ଭାରପ୍ରାପ୍ତ
Read More...

ଲରମ୍ଭାର ପୂର୍ବତନ‌‌‌ ସରପଞ୍ଚ ଭୂମିହୀନ ପରିବାରଙ୍କ ଜମି ବିକ୍ରି ଉଦ୍ୟମ ରୋକିବାକୁ ନେଇ ତହସିଲଦାରଙ୍କ ଦ୍ଵାରସ୍ଥ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଲରମ୍ଭା ଗ୍ରାମର ଗରିବ, ଆଦିବାସୀ, ମଜୁରିଆ, ଭୂମିହୀନ ପରିବାର ଲୋକେ ଜମି ଓ ଘର ଡିହ ପାଇଥିଲେ । ହେଲେ ପୂର୍ବତନ ସରପଞ୍ଚ ବିକ୍ରି କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ ।
Read More...

ତମିଆଁ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳନ

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ସରସ୍ଵତୀ ଶିଶୁ ମନ୍ଦିର ତମିଆଁରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲରମ୍ଭା ସେକ୍ସନର ଫରେଷ୍ଟର ଭାଗବତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।
Read More...

ବନ ମହୋତ୍ସବ ଓ ବୃକ୍ଷ ରୋପଣରେ ସାମିଲ ହେଲେ ଆଦିବାସୀ : ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆହୁତ ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁସାରେ ପାଟଣାଗଡ଼ ବନାଞ୍ଚଳ, ବେଲପଡା ସେକସନ ଦ୍ଵାରା ଆୟୋଜିତ ବନ ମହୋତ୍ସବରେ ବେଲପଡା ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ
Read More...

ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରା ମୂଖ୍ୟ ଅତିଥି, ଫରେଷ୍ଟର ଡୀଲେଶ୍ଵର ହୋତା, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର,
Read More...

ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡିଲା ଅତିରିକ୍ତ ଶ୍ରେଣୀ କୋଠରୀ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଶିକ୍ଷା କ୍ଷେତ୍ରରେ ଶିକ୍ଷାର ବିକାଶ ସାଙ୍ଗକୁ ଭିତ୍ତିଭୂମୀର ଉନ୍ନତି କରିବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିମ୍ନ ମାନର ନିର୍ମାଣ କାମ ଯୋଗୁଁ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋଟିଏ ବର୍ଷ
Read More...

ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚୁନା ଯନ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ମିଲେଟ ମିଶନ, ଆତ୍ମା ବଲାଙ୍ଗିର, ମିଶନ ଶକ୍ତି ଏବଂ ୱ।ଇ.ସି.ଡ଼ି.ଏ ଅନୁଷ୍ଠାନର ମିଳିତ ସହଭାଗୀତାରେ ଖପ୍ରାଖୋଲ ବ୍ଲକର ଜୟ ଶ୍ରୀରାମ ସ୍ୱୟଂ ସହାୟିକା ଦଳ ନାନ୍ଦୁପଲ ଏବଂ ମାଁ ଅମ୍ବିକା ସ୍ୱୟଂସହାୟିକା ଦଳ ଘୂନସର, ଦୁଇ ସ୍ୱୟଂସହାୟିକା ଦଲର ଆର୍ଥିକ
Read More...

ପାଟଣାଗଡ଼ ଏନ୍ଏସ୍‌ୟୁଆଇ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ମହାମାରୀ କରୋନା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ତାକୁ ଆଖି ଆଗରେ ରଖି ସରକାର ରାଜ୍ୟରେ ସଟଡାଉନ ଏବଂ ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନରେ ଅସହାୟ ପରିବାର ମାନଙ୍କ ମୁଠେ ଖାଇବା ପାଇଁ ପାଇବା ବହୁତ୍ କଷ୍ଟକର
Read More...

ଜନମଞ୍ଚ ସିଭିଲ୍‌ ସୋସାଇଟି ତରଫରୁ ଶିଶୁମାନଙ୍କୁ କ୍ଷୀର ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ମହାମାରୀ କାଳରେ ପୁଣି ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଜନମଞ୍ଚ ସିଭିଲ୍‌ ସୋସାଇଟି । ସ୍ଥାନୀୟ ୱାର୍ଡ ନଂ. ୯ର କାଦୋପଡା ଏବଂ ଲାଇନ୍‌ପଡାର ଘରକୁ ଘର ଯାଇ ସଂଗଠନର ପ୍ରତୀକ ନାୟକଙ୍କ ନେତୃତ୍ୱରେ ଶିଶୁମାନଙ୍କୁ କ୍ଷୀର ବଣ୍ଟନ କରିଛି ପାଟଣାଗଡ ଜନମଞ୍ଚ
Read More...