Browsing Tag

patanagarh news

ତୁର୍ଲାମାଲରେ ପଞ୍ଚୁକ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନଠାରୁ ଆରମ୍ଭ ହୋଇଥାଏ । ଏଥିରେ ଭକ୍ତମାନେ ପଞ୍ଚୁକ ବୁଡ ପକାଇଥାନ୍ତି । ପ୍ରଭାତ ୪ ଟାରୁ ଉଠି
Read More...

ତୋଷାଳି ମହୋତ୍ସବ ପାଇଁ ମା’ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଉନ୍ମୋଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ତୁଷୁରାରେ ପ୍ରସିଦ୍ଧ ତୋଷାଳି ମହୋତ୍ସବ ପାଇଁ ପାଟଣାଗଡ଼ ମା'ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଓ ବେନର ପୂଜାର୍ଚ୍ଚନା କରାଯାଇ ତୋଷାଳି ମହୋତ୍ସବ ଲଗୋ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଶଲ ଯୁବ ସଂମନ୍ଵୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକ ଗିରିରାଜ
Read More...

କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀ ଜୟନ୍ତି ଅବସରରେ ‘କୋସଲି ଦିନ’ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ଦ୍ୱାରା ପାଟଣାଗଡ ନିକଟ କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀଠାରେ କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀଙ୍କ ଜନ୍ମଦିନକୁ 'କୋସଲି ଦିନ' ଭାବରେ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଲ କବିଙ୍କର ସାହିତ୍ୟ
Read More...

ଖପ୍ରାଖୋଲରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଗୋଷ୍ଠୀ ସାଧନ କେନ୍ଦ୍ର ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ କ୍ଲଷ୍ଟର ଅଷ୍ଟମ ଶ୍ରେଣୀରେ
Read More...

ପାରମ୍ପରିକ ଉପଖଣ୍ଡ ବୈଦ୍ୟ ସମ୍ମିଳନୀ ଓ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସର ସଂପାଦକ ମିନକେତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ଓ ସଚେତନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିରୋଗ ସ୍ଵାସ୍ଥ୍ୟ ଓ
Read More...

ମୁଣ୍ଡାପଲାରେ ବିଧାୟକ ସରୋଜଙ୍କ ଦ୍ଵାରା ନବନିର୍ମିତ ରୋଷେଇ ଘର ଉଦଘାଟିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ପଞ୍ଚାୟତର ମୁଣ୍ଡାପଲା ଠାରେ ଆମ ଗାଁ ଆମ ବିକାଶ ଫଣ୍ଡରୁ ଚାରି ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ରୋଷେଇ ଘରକୁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଘସିଏନ ଡିଗ୍ରୀ କଲେଜ ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଚତୁର୍ଥ ସହ ବନ୍ଦିତ ମହାବିଦ୍ୟାଳୟ ଭାବେ ପଞ୍ଚାୟତ ସମିତି ମହାବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଓ ନିର୍ଦ୍ଦେଶକ କଲେଜ
Read More...

ବନମାଲରେ ଜିଲ୍ଲା ସ୍ତରୀୟ ୭୦ତମ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ପଞ୍ଚାୟତ ବନମାଲ ଗାଁରେ ୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ
Read More...

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ଏନ୍ଏସି ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମୁଖ୍ୟମନ୍ତ୍ରୀ,…

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାଜିକ ବାସନ୍ଦ ଦାବୀରେ ପାଟଣାଗଡ଼ ବିଜେପି ପକ୍ଷରୁ ଏନ୍ଏସି ଓ ବ୍ଳକ
Read More...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସରୋଜ କୁମାର ମେହେର । ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ବିଧାୟକଙ୍କ ପାଖରେ ଦାବୀ
Read More...