Browsing Tag

patanagarh news

ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା : ମଦ ବେପାରୀଙ୍କୁ ଚେତାବନୀ

ବେଆଇନ କୁଚିଆ ମଦ ବେପାରୀ ଉପରେ ପ୍ରଶାସନର ଲଗାମ ନାହିଁ, ଗାଁ ବିଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀ ଦାୟୀ : ମ‌ହିଳା ଗୋଷ୍ଠୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା:ପ: ଅନ୍ତର୍ଗତ ଠକପଡା ଗ୍ରାମରେ ବେଆଇନ ଭାବରେ ଅସାମାଜିକ ବ୍ୟକ୍ତି ମାନେ ମଦ ବିକ୍ରି
Read More...

ନବବର୍ଷ ପାଳନ ଅବସରରେ ବୈଦିକ ଯଜ୍ଞ ଓ ଶୀତ ବସ୍ତ୍ର ବଣ୍ଟନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମାଜରେ ନାରୀମାନଙ୍କ ଭୂମିକା ଅତୁଳନୀୟ : ଆର୍ୟ୍ୟ ସମାଜ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ, ଓଟିଏସ୍‌ଏ ପାଟଣାଗଡ଼, ଏସ୍‌ବିଆଇ ଓ ଉତ୍କଳ ଗ୍ରାମୀଣ କିସ୍କୋ ବ୍ୟାଙ୍କିଙ୍ଗଙ୍କ ମିଳିତ
Read More...

ନବବର୍ଷ ଅବସରରେ ବଂଜାରୀ ଅଲେଖ ମହିମା ଆଶ୍ରମରେ ଧୂନୀ ଘୃତ ଯଜ୍ଞ ଓ ଭଜନ ସମାରୋହ ଅନୁଷ୍ଠିତ

ଆସୁରିକ ଭୋଜି ଭାତରୁ ଦୂରେଇ ରହିଲେ ଆତ୍ମଶୁଦ୍ଧି ଉନ୍ନତି ପଥର ପାରିଦର୍ଶିତା ଲାଭ ହେବ : ମହିମାଧିଷ୍ଠ ବ୍ରହ୍ମଧୂତ୍ତ ବାବା କୃପାନିଧିଦାସ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ଗ୍ରା.ପ. ଅନ୍ତର୍ଗତ ବଂଜାରୀ ସ୍ଥିତ ଅଲେଖ ମହିମା ଆଶ୍ରମଠାରେ ମଠାଧିଶ କୃପାନିଧି
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଘୁନସର ଟାୱାର ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିକାଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ପ୍ରାୟ ୧ ଶହରୁ ଅଧିକ ଟେଣ୍ଟ ମାଲିକମାନେ ଯୋଗଦାନ
Read More...

ଗର୍ଜନରେ ବ୍ଳକସ୍ତରୀୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀ

ବୈଦ୍ୟମାନଙ୍କ ବହୁବିଧ ସୁବିଧା ପାଇଁ ଯଥା ସାଧ୍ୟ ସହଯୋଗ କରିବି : ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ଗନ୍ଧମାର୍ଦନ ବୈଦ୍ୟ ମହାସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ରେଙ୍ଗାଲଜୁରୀର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ
Read More...

ତୁର୍ଲାମାଲରେ ବୈଦିକ ବିଶ୍ୱ ଶାନ୍ତି ପଞ୍ଚ କୁଣ୍ଡିୟ ମହାଯଜ୍ଞ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା.ପ. ଅନ୍ତର୍ଗତ ତୁର୍ଲାମାଲ ଗ୍ରାମରେ ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୀର୍ତ୍ତନ ତାଳ ଖୋଲ ଓ ଭଜନର ସ୍ୱରରେ ହରିପୁର ଗୁରୁକୂଳ ଆଶ୍ରମର ପରିଚାଳକ ଆଚାର୍ଯ୍ୟ ଗୁରୁଦେବ ସୁଦର୍ଶନ
Read More...

ମନାଇପାଦ ହାଇସ୍କୁଲରେ ୨ୟ ତମ ବେଟାଲିଆଏନ୍‌ ମାରାଥନ୍ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ଜୟ ପରାଜୟ ହିଁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ : ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ମନାଇପାଦ ହାଇସ୍କୁଲ ପଡ଼ିଆଠାରେ ବେଟାଲିଆଏନ୍‌ ଗୃପ ଆନୁକୂଲ୍ୟରେ ମାରଥନ ଦୌଡ
Read More...

ବଡଦେଓଙ୍କ ପୌଷଯାତ୍ରା ପାଳନ ପାଇଁ ଗୋଣ୍ଡ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଡଙ୍ଗାଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ପାଳନ କରିବା ପାଇଁ ଡଙ୍ଗାଘାଟ ବଡଦେଓଙ୍କ ମନ୍ଦିର ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରଲି ମଲ୍ଲିକଙ୍କ
Read More...

ପାଟଣାଗଡ଼ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗତକାଲି ପାଳିତ ହୋଇଯାଇଛି । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ସାରା ରାଜ୍ୟରେ କରାଯାଇଛି । ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବିଜେଡି କାର୍ୟ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୫ ତମ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ
Read More...