Browsing Tag

patanagarh news

ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭାତୃଭାବ ରଖି ଗାଁ ଓ ଦେଶ ମାତୃକାର ସେବା କରିପାରିଲେ ହିଁ ମହାପୁରୁଷମାନଙ୍କ ସ୍ୱପ୍ନ ସାକାର କରିପାରିବା : ସ୍ଵେଚ୍ଛାସେବୀ ସଞ୍ଜିବ କୁମାର ପୁଟେଲ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ
Read More...

ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦେବାକୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ଟି ପଞ୍ଚାୟତରେ ୩ରୁ ଅଧିକ ପୁଅଝିଅ ଥିବାର ବାପା ମା' ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଜ କରିବା ଦାବୀରେ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ
Read More...

ଶେଷ ଦିନରେ ଜିଲ୍ଲା ପରିଷଦ ପାଇଁ ୧୯ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠୁଛି ପାଟଣାଗଡ ଅଚଂଳ । କିନ୍ତୁ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ସିମିତ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଟଣାଗଡ ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ଆଦି ୩ଟି
Read More...

ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଦାଏମନୀ ବେହେରା ନୁନହାଡ ପଞ୍ଚାୟତ ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଦାଏମନୀ ବେହେରା ବେଲପଡା ବ୍ଲକ ନୁନହାଡ ଗ୍ରା.ପ. ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଶୁକ୍ରୁ ସୁନାନୀ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ଶୁକ୍ରୁ ସୁନାନୀ ବେଲପଡା ବ୍ଲକ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବେଲପଡା ବ୍ଲକ ବିଡିଓ ଭିକ୍ଟର ସୋରେନଙ୍କ ଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।
Read More...

ପାଟଣାଗଡ଼ : ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନେଲେ ୧୭ ଗୋଟି ଫର୍ମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୧୭ ଗୋଟି ଫର୍ମ ନେଇଥିବା ବେଳେ
Read More...

ପାଟଣାଗଡ଼ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ୩ଟି ଦଳର ପ୍ରାର୍ଥୀ ନେଲେ ୭ ଗୋଟି ଫର୍ମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ଜିଲ୍ଲାପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୭ ଗୋଟି ଫର୍ମ ନେଇଥିବା ବେଳେ କଂଗ୍ରେସ
Read More...

ପଂଚାୟତ ସଂରକ୍ଷଣରୁ ବାଦ ପ୍ରତିବାଦରେ କେନ୍ଦୁମୁଣ୍ଡି ପଂଚାୟତରେ ତାଲା ପକାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକର ପ୍ରାୟ ୩୦ଟି ପଂଚାୟତକୁ ଗଣ ଧାରଣା ସମେତ ଆଜି କେନ୍ଦୁମୁଣ୍ଡି ଘୁଛେପାଲି ଏବଂ ମୁଣ୍ଡମହୁଲ ପଂଚାୟତରେ ଗଣ ଧାରଣା ଆଦିବାସୀ କଲ୍ୟାଣ ସଂଘ ସରକାର
Read More...

ସଂରଣକ୍ଷରୁ ବାଦ ପ୍ରତିବାଦରେ ଗେର୍ଡା ପଞ୍ଚାୟତରେ ତାଲା : ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ଗେର୍ଡା ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ
Read More...