Browsing Tag

patanagarh news

କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣା : ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କର ନଚେତ ପାଞ୍ଚ ଦିନ ପରେ ଥାନା ଘେରାଓ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୨ଦିନ ପରେ ମଧ୍ୟ ଆଇନର ହାତ ଖାଲି, ଦୁର୍ନୀତିକୁ ପ୍ରଶୟ ଦେଉନଥିବା ଜଣେ ସ୍ଵଛ ଅଧିକାରୀଙ୍କୁ ମାରିଦେବା ଓ ତଦନ୍ତ ନାଁରେ ପୋଲିସ ଚୁପ୍‌ ବସିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରୁଛି
Read More...

ଆଦିବାସୀ ହାଇସ୍କୁଲ ମନେଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ୯ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ୍‌
Read More...

ହରିଶଙ୍କରରେ ବହୁ ଭାଷୀ କବିତା ଆସର ଅନୁଷ୍ଠିତ

ସେଲାପଥର ସାହିତ୍ୟ ପତ୍ରିକା ଉନ୍ମୋଚିତ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସରର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସାଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ
Read More...

ହରିଶଙ୍କର ବୈଶାଖ ମେଳାରେ ଅନ୍ନସେବା ବଣ୍ଟନ ଅନୁମତି ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କ ପାତର ଅନ୍ତର ନୀତି ଏବଂ ବିଭିନ୍ନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ଅନେକ ସ୍ବେଚ୍ଛାସେବୀ ସଂଗଠନ ଭକ୍ତ ଏବଂ ଦର୍ଶକଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥାଆନ୍ତି । ସେହିଭଳି ସମଲେଇ ସେନା ମଧ୍ୟ ଅନ୍ନଭୋଗ ବଣ୍ଟନ ପାଇଁ
Read More...

ହରିଶଙ୍କରରେ କୃଷିଜିଲ୍ଲାସ୍ତରୀୟ କର୍ମଶାଳା

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଠାରେ ୧୪ ତାରିଖରୁ ଆରମ୍ଭ ହେଇଥିବା ହରିଶଙ୍କର ମହୋତ୍ସବ ଅବସରରେ ପାଟଣାଗଡ କୃଷିଜିଲ୍ଲା ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୃଷିଜିଲ୍ଲା ଅଧିକାରୀ ଗୁରେନ୍ଦ୍ରନାଥ ସିଂହ ଅଧ୍ୟକ୍ଷତା କରିଥିଲେ ।
Read More...

କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ବଳଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ଦୂଚନା ଅନୁସାରେ ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୂଅ ଖୋଲିଛନ୍ତି । ତେବେ କୂଅ ପାଖରେ
Read More...

ବହୁ ଦିନର ନିରବତା ପରେ ମାଓବାଦୀ ମାରିଲେ ଦୁଇଟି ମାଓ ବେନର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବେନର ଲାଲ ରଙ୍ଗର କପଡାରେ ଧଳା ଅକ୍ଷରରେ ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇ ଶନିବାର
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡ଼ିଆରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ତିନିଦିନ ଧରି ଚଲିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡିଆଠାରେ ଆତ୍ମା ବଲାଙ୍ଗିର, ମିଶନ ଶକ୍ତି, ୱାସନ ଏବଂ ଆୟୋଜକ ୱାଇ.ସି.ଡି.ଏଙ୍କ ମିଳିତ ଉଦ୍ୟମରେ
Read More...

ହରିଶଙ୍କର ଐତିହାସିକ ବୈଶାଖ ମେଳା ଉପଲକ୍ଷେ ଭୁଲିଆ ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା । ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ତା୧୪ ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି
Read More...