କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ସେକସନରେ କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କର ଚାକିରି କାଳ ଶେଷ ହୋଇଛି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ବାଗ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଧରୁଆ ଦୀର୍ଘ ୩୦ବର୍ଷ ଧରି!-->…
Read More...
Read More...