ଶିକ୍ଷକଙ୍କ ନିର୍ଯାତନା ପାଇଁ କୁକୁରମୁଣ୍ଡା ବିଦ୍ୟାଶ୍ରୀ ଆବାସିକ ସ୍କୁଲରୁ ୫ ଜଣ ଛାତ୍ରଙ୍କ ଫେରାର ଉଦ୍ୟମ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କୁକୁରମୁଣ୍ଡା ସ୍ଥିତ ବିଦ୍ୟାଶ୍ରୀ ଆବାସିକ ବିଦ୍ୟାଳୟରୁ ୫ ଛାତ୍ର ଫେରାର ମାରିବାକୁ ଉଦ୍ୟମ କରିଛନ୍ତି । ପରେ ସ୍ଥାନୀୟ ଲୋକ ତାଙ୍କୁ ପାଟଣାଗଡ଼ ବରପଦର ବ୍ରିଜ ନିକଟରୁ ଉଦ୍ଧାର କରିଛନ୍ତି । ତେବେ କେଉଁ କାରଣ ପାଇଁ ଛାତ୍ର ମାନେ ସ୍କୁଲରୁ ଫେରାର!-->…
Read More...
Read More...