Browsing Tag

patanagarh news

ପାଟଣାଗଡ଼ରେ ବାହୁଡ଼ା ଯାତ୍ରା ସମ୍ପନ୍ନ, ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ । ଏହି ଅବସରରେ ପାଟଣାଗଡ଼ରେ ଭକ୍ତ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ପାଟଣାଗଡ଼ ରାମଜୀ ଛକ ସ୍ଥିତ ମାଉସୀ ମନ୍ଦିର ୯ ଦିନ ଧରି ଦଶ ଅବତାର ରୁପେ ଭଗବାନ ଭକ୍ତମାନଙ୍କୁ
Read More...

ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁୁ ଘଟଣା : ଅଟକ ସ୍ଵାମୀଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ଭାବେ ମୃତ ଉଦ୍ଧାର କରାଯାଇଥିଲା । ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତା ବିଲାସିନିଙ୍କ ବାପା ଡିଙ୍ଗର ବୁଡେକ ପାଟଣାଗଡ଼ ଥାନାରେ ଅଭିଯୋଗ
Read More...

ଗୋଲାମୁଣ୍ଡା ଗାଁରେ ୧୩ ବର୍ଷରୁ ଅଧିକ ହେବ ଘର ପିଣ୍ଡାରେ ଚାଳିଛି ଅଙ୍ଗନୱାଡି କେନ୍ଦ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋମଳମତି ଶିଶୁମାନଙ୍କ ଶିକ୍ଷାର ବିକାଶ ତଥା ତାଙ୍କ ବୌଦ୍ଧିକ ଶୈକ୍ଷିକ ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି ଖୋଲିଛନ୍ତି । ହେଲେ କେଉଁଠି ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଶିଶୁ ତ କେଉଁଠି ଅଙ୍ଗନୱାଡି
Read More...

ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଲୟରେ ୭୩ ତମ ବନ ମହୋତ୍ସବ ପାଳନ ସହ ଚାରା ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା…

ବୃକ୍ଷ ହିଁ ଜୀବନରେ ଅନୁପ୍ରାଣିତ ହୋଇ ଗଛ ଲଗାଇ ବଞ୍ଚାଇବାକୁ ଶପଥ ପାଠମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି : ରେଞ୍ଜର ଲିଙ୍ଗରାଜ ଭୋଇ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ
Read More...

ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଖୁଣ୍ଟସମଲାଇ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଏ ବର୍ଷ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ପାଟଣାଗଡ ବନାଞ୍ଚଳ ଲରମ୍ଭା ମଣ୍ଡଳର ଫରେଷ୍ଟର ଗୁଣନିଧି ପରିଡା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତଙ୍କ
Read More...

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି ।
Read More...

ଜୈବିକ ଚାଷ କରି ଚାଷୀ ସୀମାଞ୍ଚଳ ରାଉତ ଉପକୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଓମ୍ ଏଗ୍ରୋ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରେ ପାଟଣାଗଡ଼ ବ୍ଲକ ସେଲ୍ ହେଡ୍‌ ଭାବେ ଅକ୍ଷୟ ଦୀର୍ଘ ୬ବର୍ଷ ଧରି କମ୍ପାନୀରେ କାମ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତ ଡାଏଡୁମେର, ସୁନା ମୁଦି, ତୁଲସୀଡୁଙ୍ଗୁରୀ,
Read More...

କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କଲେ ରଥ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁର କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କରିଛନ୍ତି କୁନି ରଥ । ମାତ୍ର ୧୫ ସେ.ମି.ର ଏହି ରଥରେ ତିନି ଦିଅଁଙ୍କୁ ସୁନ୍ଦର୍ ଭାବରେ ସଜାଇ ଆସନରେ ବସାଇଛନ୍ତି । ଏହି ରଥକୁ ଦେଖିବା ପାଇଁ ଆଖ ପାଖର
Read More...

ଅସୁରକ୍ଷିତ ମୁକୁଳା ପାଣି ଟାଙ୍କିରୁ ପାଟଣାଗଡ଼ ସହରବାସୀଙ୍କୁ ବିଶୁଦ୍ଧପାଣି ପରିବର୍ତ୍ତେ ଗୋଳିଆ ପାଣି ଯୋଗାଉଛି…

କୋଟି ଟଙ୍କାର ପାଣି ବିଶୋଧନ ମେସିନ୍‌ ଅଚଳ : ମରାମତି କରିବାକୁ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଜଳରୁ ଆରମ୍ଭ ଜୀବନ । ଆମ୍ଭେ ସାଧାରଣତଃ କହୁ ଯେ, ଜଳ ହିଁ ଜୀବନ । ଜଳ ବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ଵିଧାରେ ପିଇ
Read More...

ତୁର୍ଲାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଆଜିର ଆହ୍ୱ।ନ ଏକଗଛ ଏକ ସନ୍ତାନ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ
Read More...