Browsing Tag

patanagarh news

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । 'ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର' ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର
Read More...

ପାଟଣାଗଡ଼ରେ କଂଗ୍ରେସର ଜନ ସମ୍ପର୍କ ଯାତ୍ରା : ସହର ପରିକ୍ରମାରେ ୩ ଶହରୁ ଅଧିକ ବାଇକ ସାମିଲ, କର୍ମୀଙ୍କ ମହଲରେ ପ୍ରବଳ…

ଭ୍ରଷ୍ଟାଚାର ବିଜେଡି ସରକାରକୁ ମୂଳୋତ୍ପାନ କରିବାର ସମୟ ଆସିଛି : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରୁ ଏକ ଭବ୍ୟ ସ୍ଵାଗତ
Read More...

ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ

ସ୍ୱାମୀ ବେଲପଡା ଥାନାରେ ଅଟକ ପାଟଣାଗଡ଼, (ଗୋରେଖନାଥ ବରିହା) : ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବରପଡାରେ । ସୂଚନାନୁସାରେ
Read More...

ବୀଣାପାଣି ଗ୍ୟାସ୍‌ ବିତରକ ଅଫିସରେ ଅଗ୍ନିକାଣ୍ଡ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବୀଣାପାଣି ଇଣ୍ଡିଏନ୍‌ ଗ୍ୟାସ୍‌ ବିତରକ ଅଫିସରେ ଗତକାଲି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସକାଳୁ ଏଠାରେ ଧୂଆଁ ବାହାରୁଥିବା ଦେଖି କିଛି ବ୍ୟକ୍ତି ଦମକଳ ବାହିନୀ ଓ ମାଲିକଙ୍କୁ ଖବର ଦେଇଥିଲେ ।
Read More...

ପାଟଣାଗଡ଼ରେ ବାହୁଡ଼ା ଯାତ୍ରା ସମ୍ପନ୍ନ, ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ । ଏହି ଅବସରରେ ପାଟଣାଗଡ଼ରେ ଭକ୍ତ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ପାଟଣାଗଡ଼ ରାମଜୀ ଛକ ସ୍ଥିତ ମାଉସୀ ମନ୍ଦିର ୯ ଦିନ ଧରି ଦଶ ଅବତାର ରୁପେ ଭଗବାନ ଭକ୍ତମାନଙ୍କୁ
Read More...

ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁୁ ଘଟଣା : ଅଟକ ସ୍ଵାମୀଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ଭାବେ ମୃତ ଉଦ୍ଧାର କରାଯାଇଥିଲା । ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତା ବିଲାସିନିଙ୍କ ବାପା ଡିଙ୍ଗର ବୁଡେକ ପାଟଣାଗଡ଼ ଥାନାରେ ଅଭିଯୋଗ
Read More...

ଗୋଲାମୁଣ୍ଡା ଗାଁରେ ୧୩ ବର୍ଷରୁ ଅଧିକ ହେବ ଘର ପିଣ୍ଡାରେ ଚାଳିଛି ଅଙ୍ଗନୱାଡି କେନ୍ଦ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋମଳମତି ଶିଶୁମାନଙ୍କ ଶିକ୍ଷାର ବିକାଶ ତଥା ତାଙ୍କ ବୌଦ୍ଧିକ ଶୈକ୍ଷିକ ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି ଖୋଲିଛନ୍ତି । ହେଲେ କେଉଁଠି ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଶିଶୁ ତ କେଉଁଠି ଅଙ୍ଗନୱାଡି
Read More...

ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଲୟରେ ୭୩ ତମ ବନ ମହୋତ୍ସବ ପାଳନ ସହ ଚାରା ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା…

ବୃକ୍ଷ ହିଁ ଜୀବନରେ ଅନୁପ୍ରାଣିତ ହୋଇ ଗଛ ଲଗାଇ ବଞ୍ଚାଇବାକୁ ଶପଥ ପାଠମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି : ରେଞ୍ଜର ଲିଙ୍ଗରାଜ ଭୋଇ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ
Read More...

ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଖୁଣ୍ଟସମଲାଇ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଏ ବର୍ଷ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ପାଟଣାଗଡ ବନାଞ୍ଚଳ ଲରମ୍ଭା ମଣ୍ଡଳର ଫରେଷ୍ଟର ଗୁଣନିଧି ପରିଡା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତଙ୍କ
Read More...

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି ।
Read More...