Browsing Tag

patanagarh news

ବୁର୍ଡ଼ାବାହାଲ ଗାଁରେ ବ୍ୟାପିଲା ଝାଡାବାନ୍ତି ରୋଗ, ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ କର୍ମୀ ଏବଂ ଉପଜିଲ୍ଲାପାଳ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ପଞ୍ଚାୟତ ବୁର୍ଡାବାହାଲ ଗ୍ରାମରେ ଗତକାଲି ୧୯ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ଜଣାପଡିଛି । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସେମାନେ ସମସ୍ତେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି
Read More...

କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ପାଟଣାଗଡ଼ରେ ଆସନ୍ତା ୨୯ରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୨୯ ତାରିଖ ଦିନ କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆ ପାଖ ଈଶ୍ୱର ମଣ୍ଡପଠାରେ ପାଳିତ ହେବ । ‘କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜନମ୍‌ ଶହେ ବଛର୍‌କିଆ କମିଟି’ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...

ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବାପା ପୁଅ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଚାକିରି କରାଇ ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ବାପା ଏବଂ ପୁଅକୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆପଡା ଜିଲ୍ଲା ବୁଡେନ ଥାନା କରଙ୍ଗାମାଲ ଗାଁର ବେଣୁଧରର ଜଗତ ଓ ତାଙ୍କ ପୁଅ
Read More...

ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ଆୟୋଜକ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ପାଟଣାଗଡ : ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ୨୮ ବର୍ଷ ପରେ ଆୟୋଜକ କମିଟି ପକ୍ଷରୁ ରାଉତ କୃଷି ଫାର୍ମ ସରମୁହାଣଠାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୩/୯/୨୦୨୩ ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁ ମିଳନ ଆଯୋଜନ ନିମନ୍ତେ
Read More...

ପାଟଣାଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମହାସମାରୋହରେ ଗୁରୁପୂଜନ ଉତ୍ସବ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ତରଫରୁ ପାଟଣାଗଡ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାଟଣାଗଡ
Read More...

ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ଗତକାଲି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହେଉଥିଲା । ତାଙ୍କର ୧୭ ବର୍ଷର ଗୋଟିଏ ପୁଅ ଏବଂ ୧୪ ବର୍ଷର ଗୋଟିଏ ଝିଅ
Read More...

ପାଟଣାଗଡ଼ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି (ୱାର୍ଡ ନମ୍ବର-୧୧)ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ
Read More...

ରାଜସ୍ୱ ଗ୍ରାମ ଘୋଷଣା ଦାବୀରେ ରାଜରାସ୍ତାରେ ଗ୍ରାମବାସୀ

ପାଟଣାଗଡ : ଗାଁ ମୂଳ ଗ୍ରାମରୁ ଅଲଗା ହେବ । ପଡ଼ାକୁ ମିଳିବ ଗାଁ ପରି ସୁବିଧା ଏପରି ଅନେକ ବିଷୟ ନେଇ ଗ୍ରାମବାସୀ ସ୍ୱପ୍ନ ଦେଖୁଥିବା ବେଳେ ଦୀର୍ଘ ୨୧ ବର୍ଷ ସଙ୍ଘର୍ଷ କରି ଆସୁଛନ୍ତି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ । କୌଣସି ନା କୌଣସି ବାହାନା କରି ପ୍ରଶାସନ ଶେଷ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲଙ୍କ ଜନ୍ମଦିନ ଅବସରରେ ଲରମ୍ଭାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ
Read More...

ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗଛ ଲଗାଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର କହିଲେ, ବର୍ତ୍ତମାନର ପରିବେଶରେ ଉଦ୍ଭିଦ ପାଇଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।
Read More...