Browsing Tag

padmapur news

ପାଇକମାଲ ହାଇସ୍କୁଲରେ ଫୁଟବଲ ବିତରଣ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଫୁଟବଲ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ଖେଳାଳି କୁସୁମ କୁମାର ରାଓ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ଏକ ହସ୍ପିଟାଲରେ ପଦ୍ମପୁର ଭେଉଁରିଆ ଛକ ନିବାସୀ ବିଶିଷ୍ଟ ଗାନ୍ଧିବାଦୀ ତଥା ଭୂଦାନ କର୍ମୀ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷୟିତ୍ରୀ ସରୋଜିନୀ ଦାସ(୮୨)ଙ୍କ ସୋମବାର ଦିନ ଅପରାହ୍ନରେ ପରଲୋକ
Read More...

ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ ଖାଦ୍ୟ ଥାଳିରେ ପୁଷ୍ଟିଯୁକ୍ତ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି । ଏଥି ଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି । ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟ ଥାଳିକୁ ପୁଣି ଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ପାଇକମାଲ ବ୍ଲକ
Read More...

ଫଟାମୁଣ୍ଡା ଆମ୍ବେଦକର ଯୁବକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଆମ୍ବେଦକର ଯୁବକ ସଂଘର ଆନୁକୂଲ୍ୟରେ ଗତକାଲି ୧୦ମ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୨ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରୁ ଅତିଥିମାନଙ୍କୁ ଗାଁ ମୁଣ୍ଡରୁ ସ୍ୱାଗତ କରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ
Read More...

ବିଶ୍ଵ ଖାଦ୍ୟ ଦିବସରେ କ୍ଷୁଦ୍ରଦାନା ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଓଡ଼ିଶା ମିଲେଟ୍ ମିଶନ ଜରିଆରେ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗ ତରଫରୁ କ୍ଷୁଦ୍ରଦାନା ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଗ୍ରାମ ସେବକ ଦୀପକ ରଣା, ଗାଇସିଲେଟ
Read More...

ଚିଟ୍‌ଫଣ୍ଡ ମିଳିତ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡ଼ାସମ୍ବର ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ଚିଟ୍‌ଫଣ୍ଡ ମିଳିତ ମଞ୍ଚ ସଭ୍ୟ ତଥା କୃଷକ ନେତା ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ପ୍ରଧାନଙ୍କ
Read More...

ରାଜବୋଡ଼ାସମ୍ବର କୃଷକ ସଂଗଠନ ପାଇକମାଲ ତହସିଲ ଅଫିସ ଘେରାଉ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ରାଜବୋଡ଼ାସମ୍ବର କୃଷକ ସଂଗଠନର ଏକ ବୈଠକ ପାଇକମାଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାର ଫସଲ ବୀମା ଟଙ୍କା
Read More...

ଆୟୁର୍ବେଦ କଲେଜର ହର୍‌ ଦିନ ହର୍‌ ଘର ଆୟୁର୍ବେଦ କର୍ମଶାଳା : ଯୋଗଦେଲେ ୪୮ଜଣ ବରିଷ୍ଠ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ପରିସରରେ ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁ ହର୍‌ ଦିନ ହର୍‌ ଘର ଆୟୁର୍ବେଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ସମ୍ପାଦକ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଉଦ୍‌ଘାଟନ କରିଥିଲେ । ନୃସିଂହ ମହାପ୍ରଭୁ ଓ
Read More...

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ପରିସରରେ ଗତକାଲି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ, ପଦ୍ମପୁରର ସଭାପତି ଶିରିଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କରଣ ଜାତିର ଇଷ୍ଟ ଦେବ ଶ୍ରୀ ଶ୍ରୀ
Read More...

ପାଇକମାଲରେ ଭିନ୍ନକ୍ଷମ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଏକ ଦିବସୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଓ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି
Read More...