ଲଉଡ଼ିଦରହା ସମବାୟ ସମିତିର ବାର୍ଷିକ ସଭା ଓ ଋଣ ସଚେତନ କର୍ମଶାଳା ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସ୍ଥିତ ସେବା ସମବାୟ ସମିତି ଆନୁକୂଲ୍ୟରେ ଓ ନାବାର୍ଡ ସହାୟତାରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନ କର୍ମଶାଳା ଜଗଦଳପୁର ଧାନମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ମନୋଜ ଭୋଇଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...