Browsing Tag

padmapur news

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ମାନଭଞ୍ଜନ ପ୍ରଧାନ, ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ୱସ୍ତରୀୟ ଅନୁଷ୍ଠାନର ବିକାଶ ଉପରେ ବିଶିଷ୍ଟ ଅତିଥି ବ୍ୟାଖ୍ୟାନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଶିକ୍ଷା ବିଭାଗ ଏବଂ ଆଇକ୍ୟୁଏସିର ସହଯୋଗରେ ଅଧ୍ୟକ୍ଷ ଡ଼. ଲଳିତେଣ୍ଡୁ ନାୟକଙ୍କ ସଭାପତିତ୍ୱରେ 'ବିଶ୍ୱସ୍ତରୀୟ ଅନୁଷ୍ଠାନର ବିକାଶ ଏବଂ ଏହି ଦିଗରେ ହିତାଧିକାରୀଙ୍କ ଭୂମିକା' ଉପରେ ଏକ ବିଶିଷ୍ଟ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ 'ସମ୍ବାଦ' ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ଅବସରରେ 'ସ୍ୱାଭିମାନ ଦିବସ' ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ
Read More...

ପଦ୍ମପୁର ଓକିଲ ସଂଘର ଆଇନଜୀବୀ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସଭାଗୃହରେ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ବିଚାରପତିମାନେ ଏବଂ ଓକିଲ ସଂଘର ସମସ୍ତ ସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା -୨୦୨୩ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା -୨୦୨୩ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଦ୍ୱାଦଶ ପଧାନ ସଂକୁଳ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଆମର ଭୂମିକା ଭାରତୀୟ ସଂସ୍କୃତି ଓ ସମାଜର ମଙ୍ଗଳ
Read More...

ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଡ. ବାଞ୍ଛାନିଧି ପଣ୍ଡା (ପ୍ରାନ୍ତୀୟ ବିଦ୍ୱାତ୍ ପରିଷଦ ସଭାପତି)ଙ୍କ କରକମଳରେ ଉଦ୍‌ଘାଟିତ ହୋଇ ଜୀବନ
Read More...

ସଂକ୍ରି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ସଂକ୍ରି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ପ୍ରଥମ ବାର୍ଷିକ ଷୋହଳ ପହରୀ ନାମଯଜ୍ଞ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂକ୍ରି ଗ୍ରାମର ମନ୍ଦିରପଡ଼ା,
Read More...

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷିଭିତ୍ତିକ ଦେଶରେ ଅକ୍ଷୟ ତୃତୀୟା କୃଷକର ଏକ ଶ୍ରେଷ୍ଠ ପର୍ବ । ଏହି ଦିନରୁ ଅନ୍ନଦାତା କୃଷି କାର୍ଯ୍ୟ ଆରମ୍ଭ କରେ । ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ତରଫରୁ ଗାଇସିଲାଟ ବ୍ଲକ ଗନିଆଁପାଲି ଗ୍ରାମ ପଂଚାୟତର ମଲମୁଣ୍ଡାଠାରେ ବିଡ଼ିଓ ମନୋଜ କୁମାର
Read More...

ପଦ୍ମପୁର ସହର ଭେଉଁରିଆ ଛକ ଅନ୍ଧାର : ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭେଉଁରିଆ ଛକ ଦୀର୍ଘ ଦିନ ଧରି ଅନ୍ଧାରରେ ରହିଥିଲେ ମଧ୍ୟ ଉକ୍ତ ସ୍ଥାନକୁ ଆଲୋକିକରଣ କରିବା ପାଇଁ କୌଣସି ଉଦ୍ୟମ ହୋଇପାରୁ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଦ୍ମପୁର ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ
Read More...

ପଦ୍ମପୁର ଶୀତଳ ଷଷ୍ଠୀର ଥାଳ ଉଠିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଦ୍ୱିତୀୟ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଦିନ ଥାଳ ଉଠା କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ବଡପଡା ବଡବନ୍ଧ ସ୍ଥିତ
Read More...