Browsing Tag

padmapur news

ବଜେଟ ଅଧିବେଶନର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣି) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ସଂସଦରେ ନବମ କେନ୍ଦ୍ରୀୟ ବଜେଟ ଆଗତ ହୋଇଛି । ବିଶେଷ କରି ବଜେଟରେ ବିକଶିତ ଭାରତକୁ ପ୍ରାଧାନ୍ୟ ଦିଆ ଯିବା ସହ ଓଡିଶା ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ବରଗଡ ସାଂସଦ ପ୍ରଦୀପ ପୁରୋହିତ
Read More...

ବୈଦିକ ପାଠ ଚକ୍ରରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୂଆଁପାଲିସ୍ଥିତ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟା ପୀଠରେ ଅନୁଷ୍ଠିତ ବସୁ ଜୟନ୍ତୀ ସମାରୋହ ଓ ବୈଦିକ ଶୋଧ ସଙ୍ଗୋଷ୍ଠୀରେ ଅନୁଷ୍ଠିତ ପାଠଚକ୍ରରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ପ୍ରେରଣା
Read More...

ଚାରପାଲିରେ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ ଚାରପାଲିଠାରେ ଅନୁଷ୍ଠିତ ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ପତାକା ଉତ୍ତୋଳନ, ଯୋଗାଭ୍ୟାସ ଓ ପରିସର
Read More...

ଜର୍ଜଗଡ଼ ଗ୍ରାମରେ ଘର ଜମି ବଣ୍ଟନକୁ ନେଇ ଅସନ୍ତୋଷ ହୋଇ ସାଂସଦଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ଜମିକୁ ତହସିଲଦାର ଅନ୍ୟ ଗ୍ରାମର ଲୋକଙ୍କୁ ଘର ପ୍ରଦାନ କରିବା ନେଇ ଖବର ପାଇ ଗ୍ରାମବାସୀମାନେ ତାଙ୍କ ପାଖକୁ କିଛିଦିନ ତଳେ ଯାଇ ସାକ୍ଷାତ କରିଥିଲେ, ଓ ସେହି ସ୍ଥାନରେ ସ୍କୁଲ ଖେଳପଡିଆ ତଥା
Read More...

ଶିଶୁ କନ୍ୟାକୁ ଧର୍ଷଣ ସହ ହତ୍ୟା କରିଥିବା ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଫାସିଦଣ୍ଡ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ ସୋଢା ଗ୍ରାମରେ ୬ ବର୍ଷର ଶିଶୁ କନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତ ପ୍ରଶାନ୍ତ ବରିହାକୁ ବରଗଡ ପସ୍କୋ କୋର୍ଟରେ ମଙ୍ଗଳବାର ମାଜିଷ୍ଟ୍ରେଟ ଫାସିଦଣ୍ଡ ଦେବାପାଇଁରାୟ
Read More...

ସିରଜିନା ଅନୁଷ୍ଠାନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନୁଷ୍ଠାନ ସିରଜିନା କାର୍ଯ୍ୟାଳୟରେ ସିରଜିନାର ନୂଆବର୍ଷର ପ୍ରଥମ୍ ବୈଠକ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତିତ୍ଵ କରିଥିଲେ ଆଦିତ୍ୟ କୁମାର୍ ରଥ । ଆସନ୍ତା ଏପ୍ରିଲ ୪ ଓ ୫ ତାରିଖରେ ସିର୍ଜିନା ଉତ୍ସଵ ପାଳନ କରିବା ସ୍ଥିର କରାଗଲା ।
Read More...

ପଦ୍ମପୁରର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲଙ୍କ କାର୍ଯ୍ୟରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲ (ଲ ଅଫିସର) ଭାବେ ବରିଷ୍ଠ ଆଇନଜୀବୀ ରାମରତନ ପୁରୋହିତ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର, ରାଜକିଶୋର ସାହୁ ଏସୋସିଏଟ ଲୟର, ଆନନ୍ଦ ପଣ୍ତା ଏଡିସିନା ଗମେଣ୍ଟ ପ୍ରସିକ୍ୟୁଟର ଭାବେ ଅତିରିକ୍ତ
Read More...

ପ୍ରଭୁ ନୃସିଂହନାଥଙ୍କ ଲୋକକଥାକୁ ନାଟ୍ୟମଞ୍ଚରେ ଜୀବନ୍ତ କଲା ମାର୍ଜାର କେଶରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟକୁ ନାଟ୍ୟ ମଞ୍ଚରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମାର୍ଜାର କେଶରୀ’ । ପ୍ରଭୁ ନୃସିଂହନାଥଙ୍କ ପୌରାଣିକ ଓ ଲୋକକଥାକୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ
Read More...

ଆସନ୍ତାକାଲିରୁ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନିଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ହେବାକୁ ଥିବା ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍ ବୁଧବାର ଠାରୁ ଆରମ୍ଭ ହେବ । ଏନେଇ କ୍ଲବ ପକ୍ଷରୁ
Read More...

ଦୁର୍ନୀତି ଅଭିଯୋଗରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବଦଳି ଏବଂ ଶିକ୍ଷକଙ୍କ ବଦଳି ବାତିଲ ନିର୍ଦ୍ଦେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର ଶୈକ୍ଷିକ ହେଉ କି ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସର୍ବାଗ୍ରେ ରହିଥିଲା । ତତ୍କାଳୀନ ବିଇଓ ଜଣେ ସଚ୍ଚୋଟ, ସୁଦକ୍ଷ ଅଧିକାରୀ ଚୁଡାମଣୀ ବାରିକ ଥିଲେ । କୌଣସି କ୍ଷେତ୍ରରେ
Read More...