Browsing Tag

padmapur news

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଆଜାଦୀକା ଅମୃତ ମହୋତ୍ସବ ଅଧିନରେ ଆରମ୍ଭ ହୋଇଥିବା 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ପାଳିତ ହୋଇଥିଲା । ଏହି ଅବସରରେ
Read More...

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦୈବୀ ମନ୍ଦିର ପ୍ରାଙ୍ଗଣରେ ଥିବା ବିନ୍ଧ୍ୟବାସିନୀ ସଭା ଗୃହରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି
Read More...

ପାଇକମାଲରେ ଘର ଘର ତ୍ରିରଙ୍ଗା ଯାତ୍ରାର ମହାସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକସ୍ତରୀୟ ତ୍ରିରଙ୍ଗା ଯାତ୍ରାର ମହାସମାବେଶ ଆୟୋଜିତ ହୋଇଯାଇଛି । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ତ୍ରିରଙ୍ଗା ଯାତ୍ରାର ମହାସମାବେଶ
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲିରେ ଟ୍ରାକ୍ଟର ଡ୍ରାଇଭର୍‌ କ୍ଷେତରେ କାମ କରୁଥିବା ବେଳେ ଗାଡି ଓଲଟି ମୃତ୍ୟୁ ବରଣ କରିଛି । ମୃତକ ହେଲେ ଜୀବନ ଲାଲ ସିଦାର (୫୨) ପ୍ରକାଶ ଥାଉକି ଜୀବନ ଲାଲ ତାର ମାଲିକ
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନ ପକ୍ଷରୁ ପବିତ୍ର ଶ୍ରାବଣ ସୋମବାରକୁ ନିଆରା ଢଙ୍ଗରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ୍‌ ଲାୟନ୍ସ ଗୁରୁକୁଳର (ଜୁନିଅର୍ୱିଙ୍ଗ)ରେ ପବିତ୍ର ଶ୍ରାବଣ ସୋମବାର ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କାଉଡ଼ିଆ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଆସନ୍ତା ୩୧ ତାରିଖ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥି ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକେତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତିଷ୍ଠା ଦିବସ
Read More...

ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ରାଜ୍ୟର ଉନ୍ନତ ଯାତ୍ରୀସେବା ଯୋଗାଇଦେବା ଜନସାଧାରଣଙ୍କୁ ପଦ୍ମପୁର ଉପଖଣ୍ଡ ମୂଖ୍ୟାଳୟ ଠାରେ ବସ୍‌ଷ୍ଟାଣ୍ଡ ସମସ୍ୟା ରହିଛି । ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ
Read More...

ନୃସିଂହନାଥ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ସୋମବାର ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନେ ଶନିବାର, ରବିବାର, ସୋମବାର, ୩ ଦିନ ଯାକ ମହାଆନନ୍ଦରେ ଭାର ବୋହି ନାନା ବେଶରେ ମା' ଭଉଣୀଭାଇ ଛୋଟ
Read More...

ସାପ କାମୁଡାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ନିଲେନ୍ଦ୍ରି ବିଭାର ବୟସ (୨୪) ସେ ଶୋଇଥିବା ସମୟରେ ବିଳମ୍ବିତ
Read More...

ପଦ୍ମପୁରରେ ବାଙ୍ଗଲାଦେଶୀ : ରୋହିଜ୍ଞାଙ୍କ ବେଆଇନ ରହଣୀଙ୍କୁ ନେଇ ପ୍ରଶାସନର ଦ୍ଵାରସ୍ଥ ହେଲେ ସଚେତନ ନାଗରିକ ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ବେଆଇନ ଭାବରେ ରହୁଥିବା ସଂନ୍ଦିଗ୍ଧ ବାଙ୍ଗଲାଦେଶୀ ଏବଂ ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ,
Read More...