Browsing Tag

padmapur news

ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ରୋଗୀ କଲ୍ଯାଣ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ରୋଗୀ କଲ୍ଯାଣ ସମିତିର ଗଭଣ୍ଣିଙ୍ଗ ବଡି ବୈଠକ ଚିକିତ୍ସାଳୟ ପରିସର ମଧ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଉପଖଣ୍ତ ଚିକିତ୍ସାଧିକାରୀ
Read More...

ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ହରିଜନ ପଡାର ମୋତିଲାଲ କନ୍ଧେର ( ୪୨) ଆଜିକୁ ଦୀର୍ଘ ଅନେକ ବର୍ଷରୁ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ପାରୁନାହାନ୍ତି। ଛୋଟ ସମୟରୁ ତାଙ୍କର ଶରୀରରେ ସିକିଲ୍‌ସେଲ୍‌ ରୋଗ ଥିଲା । ସରକାରୀ
Read More...

ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗ ସଫେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସେଠଙ୍କ ନେତୃତ୍ୱରେ ଡା. ରବିନ୍ଦ୍ର କୁମାର ମାହାର, ସୁରଜ ଭୋଇ, ଅରୁନ ବରିହା, ଗୁପ୍ତେ ସ୍ୱେଚ୍ଛାସେବୀ ଓ
Read More...

ପଶ୍ଚିମାଂଚଳର ଗ୍ରୀନ ଡାଇମଣ୍ଡ ଚୋରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧୀନସ୍ଥ ସର୍ଗିବାହାଲ କେନ୍ଦୁପତ୍ର ଅଫିସ ପରିସରରେ ଥିବା ଇଛାପାଲି ପତ୍ରଫଡିରୁ ପ୍ରାୟ ତିନି ଲକ୍ଷ ଅଶି ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରୀ ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି ବୋଲି
Read More...

ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧୀନସ୍ଥ ଯୁବାଖୋଲରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁରେ ଚାଷବାସ କରି କେତେ ହସଖୁସିରେ ତାଙ୍କ ପରିବାର ଚଳି ଆସୁଥିଲେ, ହେଲେ ଦଇବ ସହିପାରିଲା ନାହିଁ ।
Read More...

ସ୍ୱାବଲମ୍ବୀ ହେବା ନିମନ୍ତେ ଦିବ୍ୟାଙ୍ଗଙ୍କ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ଦାବୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକ ସ୍ତରୀୟ ସରକାରୀ
Read More...

ପୂର୍ତ୍ତ ବିଭାଗର ମନ୍ଥର କାମ : ଅଂଚଳବାସୀ ହଇରାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୧୪ ମସିହାରେ ପଶ୍ଚିମ ଓଡିଶାର ଗଣପର୍ବ ଓ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଓ ପଶ୍ଚିମ ଓଡିଶାବାସୀ ସିଧା ସଳଖ ରାଜ୍ୟରେ ଯୋଗାଯୋଗ କରିବା ପାଇଁ ନୂଆଁଖାଇ ଭେଟି ସ୍ୱରୂପ ଚଉତିରିଶି କୋଟି ଟଙ୍କାର ଅଟକଳ
Read More...

ଟ୍ରାନ୍ସଫର୍ମର୍ ସ୍ଥାନାନ୍ତରିତ କରାଯାଉ : ବିପଦଶଙ୍କୁଳ ଅବସ୍ଥାରେ ଗ୍ରାମବାସୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁଢ଼େରଖେର ଗ୍ରାମ ମଧ୍ୟରେ ୧୧କେଭି ତାର ଟଣାଯାଇଛି । ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦରେ ଅଛି । ସୂଚନା ଅନୁଯାୟୀ ଗାଁରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମର, ସେଠାକୁ ସଂଯୋଗ କରୁଥିବା ତାର ଗାଁ ମଧ୍ୟ ଦେଇ
Read More...

ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି
Read More...

ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି
Read More...