Browsing Tag

padmapur news

ଘେଁସ ଠାରେ ବୀରତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶହୀଦ ପୀଠ ବୀରଭୂମି ଘେଁସ ଠାରେ ଉପଖଣ୍ତ ପ୍ରଶାସନ ତରଫରୁ ବୀରତା ଦିବସ ୨୦୨୦ ପାଳିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଲୋକ କବିରତ୍ନ ପଦ୍ମଶ୍ରୀ ହଲଧର ନାଗ ତଥା ଅନ୍ୟାନ୍ୟ ଅତିଥି ସଂଗ୍ରାମୀ ବୀର ମାଧୋସିଂଙ୍କ ବାସଭବନକୁ ଯାଇ
Read More...

ବୀରତା ଦିବସ ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବୀର ତଥା ଘେଁସ ଜମିଦାର ମାଧୋ ସିଂଙ୍କ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳନ କରାଯାଏ। ଏହି କ୍ରାନ୍ତିକାରୀ ମାନଙ୍କୁ ମନେ ପକେଇବା ପାଇଁ ୩୧ ଡ଼ିସେମ୍ବରକୁ ବଳିଦାନ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ମାଧୋ ସିଂ ଓ ତାଙ୍କ
Read More...

ମାର୍ଗଶିର ପୂର୍ଣ୍ଣିମାରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡ ମାନଙ୍କରେ ରହିଛି ବିଭିନ୍ନ ଐତିହ୍ୟର ମାନ୍ୟତା । ବିଭିନ୍ନ ରୂପରେ ଦେବାଦେବୀ ମାନେ ଆସ୍ଥିନ ଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇଖୋଲ ଅଂଚଳରେ ଥିବା ମା' ଦୁର୍ଗାଙ୍କର ରହିଛି
Read More...

କଣ୍ଟାବାଞ୍ଜିକୁ ହରାଇ ବ୍ଳୁ ଡାଇମଣ୍ଡ ବରଗଡ଼ ଜିତିଲା : ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌-୨୦୨୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମରେ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଫାଇନାଲ ମ୍ୟାଚ କଣ୍ଟାବାଞ୍ଜି ଓ ବରଗଡ଼ ବ୍ଳୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ହୋଇଥିଲା । ମହେନ୍ଦ୍ର ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ ।
Read More...

କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଚେତନା ଶ୍ରମିକ ସଙ୍ଗଠନ କାର୍ୟ୍ୟାଳୟ ପରିସରରେ ପାଇକମାଲ ବ୍ଲକ କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ନୁତନ ଭାବେ ପାଇକମାଲ ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବିନୋଦ ବିହାରୀ
Read More...

୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ: ଛିନ୍ଦେଇକେଲାକୁ ୧୮୦ ରନରେ ହରାଇ ଦୁର୍ଗ ସେମିଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍ ଚତୁର୍ଥ ଲିଗ୍ ମ୍ୟାଚରେ ଛିନ୍ଦେଇକେଲା ରାଇଜିଂ ଷ୍ଟାରକୁ ୧୮୯ ରନ୍ ବ୍ୟବଧାନରେ ହରାଇ ସେମିଫାଇନାଲରେ ପହଞ୍ଚିଛି । ଦୁର୍ଗ
Read More...

ସିରଜିନା ମେଲନ୍ ମେସନ-୨୦୨୦: ସାରସମାଲ ଗାଁ ଉତ୍ସବ ମୁଖରିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ପଦ୍ମପୁର ତରଫରୁ 'ସିରଜିନା ମେଲନ ମେସନ - ୨୦୨୦' ସାରସମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଦିବା ୧୨ଟା ସମୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ଗ୍ରାମର ଏକ ମନଲୋଭା
Read More...

ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମି ପୂଜନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମିପୂଜନ ନିଷ୍ଠା ଭବନ ସଂଲଗ୍ନ ସ୍ଥାନ, ଆନ୍ଧ୍ର କ୍ୟାମ୍ପ, ଖଣ୍ଡହତାଠାରେ ଅନୁଷ୍ଠିତ ହୋଇ ଯାଇଅଛି । ନିଷ୍ଠା ପରିବାରର ବହୁ ଦିନର ସ୍ବପ୍ନ, ନିଜସ୍ଵ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସହିଦ ମାଧବ ଓ ରମେଶଙ୍କୁ ଶ୍ରଦ୍ଧାଂଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମରି ଗ୍ରାମରେ ଆଜି ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ପରିଷଦର ଆବାହକ ଦିଲ୍ଲୀପ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୨୦୧୦ ମସିହାରେ ପୋଲିସ
Read More...

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରଗଡ଼ ବ୍ଲୁ ଡାଇମଣ୍ତ ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ରବିବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରୁପ୍ ବି'ର ପ୍ରଥମ ମ୍ୟାଚରେ
Read More...