Browsing Tag

padmapur news

ଦେଉଳି ଗ୍ରାମରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନୁକୂଲ୍ୟରେ ମକର ମିଳନ ଦେଉଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ଼ ସରୋଜ
Read More...

ରାଜସ୍ୱ ବିଭାଗର ବିଭିନ୍ନ ଆଇନ ସମ୍ପର୍କିତ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ତରୀୟ ରାଜସ୍ବ ବିଭାଗର ବିଭିନ୍ନ ଆଇନ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କିତ ଏକ କର୍ମଶାଳା ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ମଧ୍ୟରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ନୋଙ୍କ ଅଧ୍ୟକ୍ଷତାରେ
Read More...

କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲଲିପପ୍ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କୁ ଏକ ଲଲିପପ୍ ଧରାଇ ଦେଇଛନ୍ତି ବୋଲି ବିଜେପିର ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍‌ନ୍ତି
Read More...

ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ବେହେରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ବରଗଡ ଜିଲ୍ଲା ରେଡକ୍ରସ ଅଫିସର ପ୍ରଫୁଲ୍ଲ ବେହେରାଙ୍କ ୭୦ ବର୍ଷ ବୟସରେ ସ୍‌ସ୍ୱର୍ଗାରୋହଣ କରିଛ‌ନ୍ତି । ତାଙ୍କର ଶବାଧାରରେ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ବରଗଡ ଜିଲ୍ଲା ବାରିକ ସମାଜର ମଧ୍ୟ
Read More...

ଯୋଖିପାଲିର ଦୁଇ ଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁ ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ
Read More...

କବି ପ୍ରେମାନନ୍ଦ ବେହେରା ମାନସିଂହ ସ୍ମୃତି ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଡ଼ଃ.ମାୟାଧର ମାନସିଂହଙ୍କ ପବିତ୍ର ଜନ୍ମମାଟିରେ ମାନସିଂହ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଏହି ସଭାରେ
Read More...

ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସାଧାରଣ ସଭା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବୁଟ୍‌ରାଖମାର ଗ୍ରାମଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ ହୋଇଥିଲା । ପରିଚାଳନା ସମିତିର ସଂପାଦକ ତ୍ରିଲୋଚନ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାର୍ଗଦର୍ଶନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ
Read More...

ଖଲିଆପାଲି କ୍ରିକେଟ କପ୍‌ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ସ୍କୁଲ ପଡିଆରେ ନେତାଜୀ କ୍ଲବ ଦ୍ୱାରା ଆୟୋଜିତ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଖଇରା ଦଳ ଟସ୍‌ ଜିତି ପ୍ରଥମେ ଫିଲଡିଂ
Read More...

ଟେଣ୍ଟ ମାଲିକ ସଂଘର ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାମ ନାରାୟଣ ଦାଶ ସଭାପତିତ୍ବରେ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି କ୍ଷୀରୋଦ୍ର ଶତପଥୀ, ସଂପାଦକ ବାବୁ ପ୍ରଧାନ, ରାଜ କୁମାର ଛତରିଆ,
Read More...