ଅବସର ପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ ଆଉ ନାହାନ୍ତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଜ୍ଞାନ ଗ୍ରାମର ଜଗନ୍ନାଥ ସାହୁ(୬୩)ଙ୍କ ହଠାତ୍ ହୃଦଘାତରେ ପରଲୋକ ହୋଇଯାଇଛି । ବରଗଡ ସ୍ଥିତ ବିକାଶ ହସପିଟାଲରେ ଚିକିତ୍ସାବସ୍ଥାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ସେ ପଲ୍ସାପାଲି ଏମ.ଇ ସ୍କୁଲ୍ରେ ୨୦୧୮ରେ ଅବସର!-->…
Read More...
Read More...