Browsing Tag

padmapur news

୫ମ ରାଜ୍‌ ବୋଡାସମ୍ବର ଧନୁଯାତ୍ରା ପାଇଁ କଂସ ବରଣ ଓ ଶୁଭସ୍ତମ୍ଭ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଗୋଇବାହାଲି ଠାରେ ହେବାକୁ ଥିବା ୫ମ ରାଜ୍‌ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଦୂରଦର୍ଶନ କଳାକାର ବିଜୟ ଦେବତାଙ୍କୁ କଂସ ଭୂମିକାରେ ଚୈତନ୍ୟ ସାହୁ - ଉଗ୍ରେସନ, ସପଂଦ ମେହେର - ମହାମନ୍ତ୍ରୀ, ଚିତ୍ତ ମେହେର - ଚାଣୁର ଆଦି ବିଭିନ୍ନ
Read More...

ପଦ୍ମପୁର ଉପଖଣ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଦ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ସମେତ ଯାନ ବାହନ ଚଳାଚଳ ଠପ୍‌ ହୋଇଯାଇଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ସମୟରେ ଅହେତୁକ ତୈଳଦର ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ହୁ ହୁ ହୋଇ
Read More...

କେବେ କାର୍ୟ୍ୟକ୍ଷମ ହେବ ଝାରବନ୍ଧ ପ୍ରାଣୀ ଚିକିତ୍ସାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ନୂତନ ନିର୍ମିତ ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ଧରି ବନ୍ଦ ରହିଛି । ଏଠି ଡାକ୍ତର ନିଯୁକ୍ତି ହୋଇଛି କି ନାହିଁ, କି ଡାକ୍ତର ନିୟମିତ ଆସୁନାହାନ୍ତି, ଏ ବିଷୟରେ ଅଞ୍ଚଳର ଲୋକମାନେ ମଧ୍ୟ
Read More...

ଗରିବଙ୍କ ପାଇଁ ୧ ଟଙ୍କିଆ କ୍ଲିନିକ୍ ଖୋଲିଲେ ଡାକ୍ତର ଶଙ୍କର ରାମ ଚନ୍ଦାନୀ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସମାଜସେବୀ ଭାବେ ବୁର୍ଲା ଭିମାସାର ଡାକ୍ତର ଶଙ୍କର ରାମ ଚନ୍ଦାନୀ ବେଶ୍ ପରିଚିତ । ବିଭିନ୍ନ ସମୟରେ ସେ ଅନେକ ଗରିବ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସହଯୋଗର ହାତ ବଢ଼ାଇବା ଭଳି କାର୍ୟ୍ୟ ପାଇଁ କେବଳ ବୁର୍ଲା ନୁହେଁ, ସମଗ୍ର ରାଜ୍ୟରେ
Read More...

ପାଇକମାଲରେ ମୋ’ ସ୍କୁଲ ଅଭିଯାନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ମୋ ସ୍କୁଲ ଅଭିଯାନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ
Read More...

ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ ଚାଲିଛି । ଆଜି ପୂର୍ବାହ୍ନ ୧୦ ଟାରୁ ଏତେ ବେଳଯାଏଁ ଧାରଣାରେ ବସିଛନ୍‌ନ୍ତି ହିତାଧିକାରୀ । ହେଲେ କେହି
Read More...

ଗାଁର ନାଁ ଯୁବାଖୋଲ ରଖାଯିବା ପଛରେ ଥିବା କି‌ମ୍ବଦ‌ନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧୀନରେ ଥିବା ଯୁବାଖୋଲ ଗାଁର ନାଁ ଏଇ ଭଳିଆ ରଖାଯିବାର କି‌ମ୍ବଦ‌ନ୍ତୀଟିଏ ରହିଛି । ଯୁବାଖୋଲ ଗାଁର ନାମ ଦୁଇଟି ଶବ୍ଦରେ ମିଶ୍ରଣରେ ହୋଇଛେ । ଆଗରୁ ଗାଁରେ ବହୁତ ଜଙ୍ଗଲ ଥିଲା । ଏବେ ବି
Read More...

ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ କରାଯାଇଛି । ଏହି ଅବସରରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ ବ‌କ୍ତବ୍ୟ ଦେଇ କହିଥିଲେ ଯେ, ଉପାଧ୍ୟାୟ ଜୀ ଆଇଏଏସ୍‌ ଥିଲେ,
Read More...

କୃଷକ ସଂଗଠନ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଂଗଠନ ତରଫରୁ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରାଯାଇଛି। ଉପଜିଲ୍ଲାପାଳଙ୍କ ଚୁକ୍ତି ମୁତାବକ ୧୦ ଦିନ ଭିତରେ ସମସ୍ତ ଧାନ ମଣ୍ଡିରୁ ଧାନ ଉଠିବା କଥା, କିନ୍‌ନ୍ତୁ ତଥାପି ଆଜି ଯାଏଁ ଧାନ ଉଠିଲା ନାହିଁ । ଯାହାଫଳରେ
Read More...

ସୀତା ଦେବୀ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମର ସମାଜସେବୀ ଭରତ ଚ‌ନ୍ଦ୍ର ସାହୁଙ୍କ ସହଧର୍ମିଣୀ ସୀତା ସାହୁ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ତାଙ୍କ ଅନ୍ତ୍ୟେଷ୍ଟି ସଂସ୍କାର ବୈଦିକ ରୀତି ଅନୁସାରେ ପଣ୍ଡିତ ହରିଶ୍ଚନ୍ଦ୍ର
Read More...