Browsing Tag

padmapur news

ମିଠାପାଲିରେ ଯାଦବ ସମାଜର ବାର୍ଷିକ ବୈଠକ : ନିଲାବତୀ ଯାଦବ କଲ୍ୟାଣ ମଣ୍ଡପ ନାମରେ ନାମିତ କରାଯିବା ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ଠାରେ ଯାଦବ ସମାଜର ସାମାଜିକ ବାର୍ଷିକ ବୈଠକ କଲାକାହ୍ନୁ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା
Read More...

ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଯୋଗ ଦେବା ପାଇଁ ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଠାରେ ୭୫ ବର୍ଷ ତଳେ ପ୍ରତିଷ୍ଠିତ ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବକୁ ଉଦଘାଟନ କରିବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କୁ ଆମନ୍ତ୍ରଣ କରିବା ପାଇଁ ପ୍ଲାଟିନମ ଜୁବୁଲି କମିଟିର ସଦସ୍ୟମାନେ ଆଜି
Read More...

ଜାତୀୟ ମାତୃଭାଷା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଗୁରୁମା କଲ୍ୟାଣୀ ମିଶ୍ର
Read More...

ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକଠାରେ ଗତକାଲି ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଅଞ୍ଚଳର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଉଦ୍ଧାର ପାଇଁ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ ଢେକିମୁଡ଼ା ଗ୍ରାମର ୬ ଜଣ ଦାଦନ ଶ୍ରମିକ ଆନ୍ଧ୍ରଦେଶର ବିଜୟନଗରମ୍‌ ଜିଲ୍ଲା ପଦ୍ମନାଭ ପୋଲିସ ଷ୍ଟେସନ ବୋନି ଗ୍ରାମକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଭାଟି
Read More...

ଶ୍ରୀକୃଷ୍ଣା କ୍ରିକେଟ କ୍ଲବ ଖେମେଡ଼ଖାର ଦ୍ୱାରା ସହିଦ ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଚାରପାଲି ଗ୍ରାମପଞ୍ଚାୟତ ଖେମେଡ଼ଖାର ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଥିବା ୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚାରି ନମ୍ବର ଦିନରେ ଖେମେଡ଼ଖାର ଯୁବକ ମାନଙ୍କର ଏକ ସୁନ୍ଦର ପ୍ରୟାସ । ଏଥିରେ ଆଜିର ମୁଖ୍ୟ ଅତିଥି ସିଆର୍‌ପିଏଫ୍‌ ଯବାନ
Read More...

ବିଭିନ୍ନ ନିଶାଦ୍ରବ୍ୟ ଜବତ ସହ ୩ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଂଚଳରେ ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ନିଶାଦ୍ରବ୍ୟ ସହ
Read More...

୨୦୦ କିଲୋ ଗଞ୍ଜେଇ ଜବତ : ଡ୍ରାଇଭର ଫେରାର୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିରରୁ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଅବକାରୀ ବିଭାଗ ଚଢ଼ାଉ କରି ଏକ ଟ୍ରକରୁ ୨୦୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୨ ଘଣ୍ଟା ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃମଣ୍ଡଳୀଙ୍କୁ ନେଇ ଏକ
Read More...

ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର)ଙ୍କ ଘରରୁ ପୂଜା ସାମଗ୍ରୀ ଭାର ଧରି ଗ୍ରାମବାସୀ ମାନେ
Read More...