Browsing Tag

padmapur news

ସମ୍ବଲପୁରୀ କପଡା ବଜାରକୁ ନୂତନ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସର୍ବବୃହତ୍‌ ସମ୍ବଲପୁରୀ କପଡା ବଜାର ବରଗଡ଼ ଜିଲ୍ଲାର ବେହେରା ଠାରେ ପ୍ରତି ବୁଧବାର ଦିନ ବୁଣାକାରମାନଙ୍କର କିଣା ବିକା ଚାଲି ଥାଏ । ସପ୍ତାହିକ ବଜାରରେ ସମ୍ବଲପୁରୀ ଶାଢି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଏଠାରେ ମିଳିବା ସହ ବୁଣାକାର ନିଜ
Read More...

ଭିଜିଲାନ୍ସ ଜାଲରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଝାରବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧି କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ତା ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବଣ୍ଟନକୁ ନେଇ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୁରୁଣ୍ତା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ
Read More...

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତଳ ଷଷ୍ଠୀ ଶୁଣିଲା ମାତ୍ରେ ହିଁ ମନରେ ଭରି ଉଠେ ଆଧ୍ୟାତ୍ମିକତା ଏବଂ ଅଲୌକିକତାର ଏକ ଚେତନା ଉତ୍ସ । ଜଗତ ଜନନୀ ମାତା ପାର୍ବତୀଙ୍କର ଦେବାଦୀଦେବ ମହାଦେବଙ୍କ ସହ ପବିତ୍ର ବିବାହ ଉତ୍ସବର ମନୋରମ ରୀତିନୀତି । ଜାହାର ଶାଖୀ ହୋଇଥାଏ ସମଗ୍ର ସୃଷ୍ଟି ।
Read More...

ମାଣ୍ତିଆଢିପା ସରପଞ୍ଚଙ୍କ ନିଆରା ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ସାହୁ ନିଜ ଉଦ୍ୟମରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଁଏ ଖାତା ବଣ୍ଟନ କରିଛନ୍ତି । ଗ୍ରୀଷ୍ମ ଛୁଟି ଅବସରରେ ଚାଳିବାକୁ ଥିବା
Read More...

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ : ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମର ଜନୈକ ଧର୍ମପରାୟଣା ମହିଳା ତଥା ରାଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କିଶୋର ପ୍ରଧାନଙ୍କ ମେଲଛାମୁଣ୍ତା ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତା ପ୍ରଧାନଙ୍କ
Read More...

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଅବନ୍ଧ ଛକ ନିକଟରେ ପୋଷ୍ଟର ଲଗାଇଲେ ମାଓବାଦୀ । ଏହି ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡେମୋଷ୍ଟ୍ରେଟର୍‌ ଶ୍ରୀ ଚୌବନ୍ ସ୍ୱାଇଁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ଚୌବାନ୍ ସ୍ୱାଇଁ ସାରଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ
Read More...

ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ପଥରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ରାଉତ ସଭାପତି
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପର ବିକାଶ କେବେ : ସାଧାରଣରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା
Read More...