Browsing Tag

padampur news

ନୂତନ ବର୍ଷରେ ମହିମା ଆଶ୍ରମରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୩୦ ୟୁନିଟ ରକ୍ତ ସଂଗୃହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ବର୍ଷର ପ୍ରଥମ ଦିନରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି)ରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ସଂକଳ୍ପ ପରିବାର ବରଗଡ ଓ ମହିମା
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

ଗନ୍ଧମାର୍ଦ୍ଦନ ଧ୍ଵଂସ ପାଇଁ ଚକ୍ରାନ୍ତ କରିଥିବା କଂଗ୍ରେସ ଓ ବିଜୁ ଜନତା ଦଳ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁସାଂସଦ ପ୍ରଦୀପ ପୁରୋହିତଙ୍କୁ ଗନ୍ଧମାର୍ଦ୍ଦନର ସୁପୁତ୍ର ଭାବେ ଉପାଧି ପ୍ରଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ "ବାଳକୋ ହଟାଓ -
Read More...

ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ମହାନହତା : ଏକ ବର୍ଷରେ ୪୩୭ ରୋଗୀଙ୍କୁ ଦେଲେଣି ରକ୍ତଦାନ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ଏକ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ସଂଘ ଗୋଟିଏ ବର୍ଷରେ ୪୩୭ ଜଣ ରୋଗୀଙ୍କୁ ରକ୍ତଦାନ କରି ରୋଗୀଙ୍କ ମୁହଁରେ ହସ ଫୁଟାଇଛି ସଂଘ । ୨୦୧୧ ମସିହାରେ ଏହି
Read More...

୫ ବର୍ଷ ବିତିଗଲା ପଛେ କଲ୍ୟାଣମଣ୍ଡପ ଏଯାଏଁ ସମ୍ପୂର୍ଣ୍ଣ ହେଲାନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡାରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ୫ ବର୍ଷ ହେଲା ନିର୍ମାଣଧୀନ ଅବସ୍ଥା ପଡ଼ିରହିଛି । ପଞ୍ଚାୟତ ସମିତି ପାଇକମାଳ ତରଫରୁ ୨୦୧୯ - ୨୦ ବର୍ଷରେ ୩ ଲକ୍ଷ
Read More...

ଝରଣା ପାଣିକୁ ବିଷାକ୍ତ କରୁଛି ବାଲାଜୀ ସିଡ୍‌ସ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ପ୍ରକୃତିର, ଅବଦାନ ଲୋକ ମାନଙ୍କ ପାଇଁ ସାଜିଛି ଜୀବନ ବିନ୍ଦୁ । ଗନ୍ଧମାର୍ଦ୍ଦନ ପର୍ବତ ଶିଖରରୁ ଅନେକ ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପାଇକମାଲ ମଧ୍ୟ ଭାଗରେ ବହି ଯାଇଥିବା
Read More...

ନୃସିଂହନାଥରେ ସହୀଦ ମାଧୋ ସିଂ ବୀରତା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ସହୀଦ ମାଧୋ ସିଂ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସଭା ପୂର୍ବରୁ ପାଇକମାଲ ବଜାର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପାଇକମାଲ ଧର୍ମଶାଳା ପର୍ଯ୍ୟନ୍ତ
Read More...

ସରକାରୀ ସହାୟତାରୁ ବଞ୍ଚିତ ବିଷ୍ଣୁ ପାଇକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ଗଣ୍ତପାଲି ଗ୍ରାମର ବିଷ୍ଣୁ ପାଇକଙ୍କ ବୟସ ପାଖାପାଖି ୭୦ରୁ ଅଧିକ ହେଲାଣି । ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ଭାରତ ସ୍ୱାଧୀନତା ପାଇଲା ପରେ ମଧ୍ୟ ଦେଶର ପ୍ରତ୍ୟେକ
Read More...

ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଥିଲା । ପ୍ରଥମେ ଗ୍ରୁପର ତୋଷବନ୍ତ ବାରିକଙ୍କ ଜନ୍ମଦିନ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥିଲା । ପରେ ମୃତ୍ୟୁ ବରଣ କରିଥିବା ବନ୍ଧୁ
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ୍ କପ୍ ଉଦ୍‌ଯାପିତ

କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଫାଇନାଲ ମ୍ୟାଚ୍‌ରେ କଣ୍ଟାବାଞ୍ଜିକୁ ୨୭
Read More...

ଶୀତକାଳୀନ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ପଞ୍ଚଦିବସୀୟ ଶୀତ କାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ
Read More...