Browsing Tag

padampur news

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ
Read More...

ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜାଘାତରେ ବାଳକର ମୃତ୍ୟୁ : ଜଣେ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତରେ ଜଣେ ବାଳକର ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଛି । ପଦ୍ମପୁର ସବ ଡ଼ିଭିଜନ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ରଞ୍ଜିତ ଧରୁଆ(୮ବର୍ଷ) ମୃତ୍ୟୁ ହୋଇଥିବା ବେଳେ ଓ ସୋନୁ
Read More...

ସାଂସଦଙ୍କ ଭାଉଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଗଣମାଧ୍ୟମର ପ୍ରତିନିଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ପଦ୍ମପୁର ଗଣମାଧ୍ୟମର ପ୍ରତିନିଧି ଗଣ ଗୁରବାର ପାଇକମାଲଠାରେ ସାଂସଦ ପୁରୋହିତଙ୍କ ଉପସ୍ଥିତରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଗଣମାଧ୍ୟମ ପ୍ରତିନିଧି
Read More...

ମହାମାୟା ପବ୍ଲିକ ସ୍କୁଲ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଉଡମାଲ ସ୍ଥିତ ମହାମାୟା ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ସିବିଏସସି ବୋର୍ଡ଼ ପରୀକ୍ଷାରେ ଛାତ୍ରୀ ସୁକୃତି ମହାନନ୍ଦ ୯୪ % ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ମାଣ୍ଡୋସିଲ ନିବାସୀ ସନ୍ତୋଷ ମହାନନ୍ଦଙ୍କ ଝିଅ ଅଟନ୍ତି । ଛାତ୍ର
Read More...

ମାଟ୍ରିକ କୃତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୫ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ସହ ବି୨ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଇକମାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଝାରବନ୍ଧର
Read More...

ବରଗଡ଼ ନବୋଦୟ ବିଦ୍ୟାଳୟର ପାସହାର ଶତ ପ୍ରତିଶତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଥିବା ସି.ବି.ଏସ.ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାଇକମାଲ ଅନ୍ତର୍ଗତ ଜବାହର ନବୋଦୟ ବିଦ୍ୟାଳୟରେ ପାସ ହାର ଶତ ପ୍ରତିଶତ ରହିଛି । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ
Read More...

ଆର୍ଯ୍ୟ କୂଳମ ନୃସିଂହନାଥ ଆନୁକୂଲ୍ୟରେ ୩ ଦିନିଆ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାବ୍ୟତାର ସହିତ ମେ ୧୦ରୁ ମେ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଅନେକ ଶାସ୍ତ୍ରର ଜ୍ଞାତା ବାସୁଦେବ ବ୍ରତୀଜୀଙ୍କ ବ୍ରହ୍ମତ୍ୱରେ ଯଜ୍ଞ ସମ୍ପାଦନା ହୋଇଥିବା ବେଳେ ପଣ୍ଡିତ ହରିଶ୍ଚନ୍ଦ୍ର, ପଣ୍ଡିତ ସନ୍ତୋଷ, ବାନପ୍ରସ୍ତି ଚୈତନ୍ୟ ମୁନି, ଆର୍ଯ୍ୟଶ୍ରୀ
Read More...

ନୃସିଂହନାଥ ପୀଠ ବୈଶାଖ ମେଳା ଅବସରରେ ସମାଜସେବା ସେବା କାର୍ଯ୍ୟ ପାଇଁ ସଂକଳ୍ପ ପରିବାର ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ପବିତ୍ର ବୈଶାଖ ମେଳା-୨୦୨୫ ଅବସରରେ ସଂକଳ୍ପ ପରିବାର ବରଗଡ ନିସ୍ଵାର୍ଥପର, ସମାଜସେବା କାର୍ଯ୍ୟ ପାଇଁ ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିବଦ୍ଧତା ପାଇଁ ଶ୍ରୀ
Read More...

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ଗତ ୧୧ ମଇ ୨୦୨୫ ତାରିଖରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପଠାରେ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି
Read More...

ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି : ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ରଜପ ସହ ୧୨ ହଜାର ଆହୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ସୋମବାର ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି ପଡିବା ସହ ୫ ଦିନରେ ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ର ଜପ ସହ ୧୨ ହଜାର ଆହୁତି ଦିଆଯାଇଛି । ଶେଷ
Read More...