ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ମୁକ୍ତିପୀଠଠାରେ ନୂତନ ରଣେଶ୍ୱର ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ନିକଟରେ ଥିବା କୁଳତା ଜାତିର ମନ୍ଦିର ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏଠାରେ ଗୋଟିଏ ନୂତନ ରଣେଶ୍ୱର ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ରବିବାର ଦିବା ୧୦ ଘଣ୍ଟାସମୟରେ ଶିଳାନ୍ୟାସ କରାଯାଇଛି ।!-->…
Read More...
Read More...