Browsing Tag

padampur news

ସପ୍ତ ଭଗ୍ନୀପୀଠରେ ଗବେଷକ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ତଳେ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ନିଜ ସୋସିଆଲ୍‌ ମିଡିଆରେ "ଟଣ୍ଢେଇମାନଙ୍କ ସୁରକ୍ଷା ଆବଶ୍ୟକ" ଶୀର୍ଷକ ଉପରେ ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁର ଇଷ୍ଟଦେବୀ
Read More...

ସିର୍‌ଜିନାରେ ପୁସ୍‌ପୁନି ଉପଲକ୍ଷେ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଡ. ପ୍ରମୋଦ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଏକ ମନୋଂଜ୍ଞ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ସପନ କୁମାର ମିଶ୍ର ମୁଖ୍ୟ ଅତିଥି କୃଷ୍ଣଚନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ରୂପେ ସତ୍ୟ
Read More...

କରମସାନୀ ବାୟକ ହୋଇ ପରିବାର ଚଳାଉଛନ୍ତି ଯୁବ ବାୟକ ଚଞ୍ଚଳ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଚଞ୍ଚଳ ଦାସ(୧୭) ଜଣେ କରମସାନୀ ବାୟକ ଭାବରେ ବିଜେପୁର ତଥା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ପରିବାର କହିଲେ ବାପା
Read More...

ସିର୍ଜିନାରେ ମକର ମିଳନ ଓ କବିତା ଆସର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି
Read More...

ପଦ୍ମପୁର ପାଇଁ ବିକାଶ ରାସ୍ତା ଖୋଲିବା ଆରମ୍ଭ ମାତ୍ର : ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଧର୍ମଶାଲାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇକମାଲ ନାଗରିକ କମିଟି ତରଫରୁ ସମ୍ୱର୍ଦ୍ଧନା ଗ୍ରହଣ କରିବା ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ବେହେରାପାଲିଠାରେ ମକର ସଂକ୍ରାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବେହେରାପାଲିଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଦଧିବାମନ ଭାଗବତ ଟୁଙ୍ଗୀ ତରଫରୁ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ତହସିଲ ସାହୁଙ୍କ ସଭାପତିତ୍ୱରେ ତଥା ବୁଦ୍ଧଦେବ ସାହୁଙ୍କ ସଂଯୋଜନାରେ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର କନ୍ଦାଗାଡ଼ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ
Read More...

ଯୁବ ମୁହୁରୀ ବାଦକଙ୍କୁ ମିଳିଲା ଜୁନିୟର ଫେଲୋସିପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟବର୍ତ୍ତୀ ଧୂମାବେର୍ଣ୍ଣା ଗ୍ରାମର ଯୁବ ମୁହୁରୀ ବାଦକ ସୁଦାମ ମହାନନ୍ଦଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜୁନିୟର ଫେଲୋସିପ ପ୍ରଦାନ କରାଯାଇଛି । କୌଳିକ ବୃତ୍ତି ତଥା ପୂର୍ବପୁରୁଷଙ୍କ ପାରମ୍ପରିକ ବାଦ୍ୟ ଆଧାରରେ ସେ ଛୋଟ
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ
Read More...

ୟୁଟ୍ୟୁବରେ ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ୍ “ଗାଲ ଗୁଲାବୀ”

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ସହର କଳା ଓ ସଂସ୍କୃତିର ଗନ୍ତାଘର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହେଉ ବା ସଙ୍ଗୀତ - ନୃତ୍ୟ ହେଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଳା ପ୍ରଦର୍ଶନ
Read More...