Browsing Tag

padampur news

ଗୋଣ୍ଡ ସମାଜ ତରଫରୁ ଶ୍ରୀ ନୃସିଂହନାଥ ବୁଢାଦେଓ ମଣ୍ତପରେ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କ୍ଷତ୍ରୀୟ ଗୋଣ୍ଡ ସମାଜ ର ବୁଢାଦେଓ ମଣ୍ତପ ନିର୍ମାଣ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଢାସମ୍ବର ସଭାପତି ଅମର ସିଂ ଧରୁଆଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବୁଢାଦେଓଙ୍କ ପୂଜାର୍ଚ୍ଚନା…
Read More...

ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ୱଚ୍ଛତାରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଲୋକଙ୍କ ସେବା କରିବା ପାଇଁ ସୁପରିଚିତ ସ୍ୱଚ୍ଛତାରୁ ହିଁ ଦିବ୍ୟତ୍ୱ ପ୍ରାପ୍ତି ସମ୍ଭବ ଏହି ଉକ୍ତିକୁ ପାଥେୟ କରି ବିଭିନ୍ନ ସମୟରେ ଉକ୍ତ ସଂଗଠନ ସ୍ଵଚ୍ଛତା ଉପରେ କାର୍ଯ୍ୟକ୍ରମ…
Read More...

ସଡକ ଦୁର୍ଘଟଣା, ୨ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ମୁଖ୍ୟଛକଠାରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ଗୁୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇଜଣ ପାଇକମାଲ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ଯେମନ୍ତ ମାଝୀ ଓ ତାଙ୍କ ଧର୍ମପତ୍ନୀ…
Read More...

କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବରେ…
Read More...

୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ : ସିଂହନପୁର ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମା' ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି‌ । ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୁବ ନେତା…
Read More...

ପୁରେନା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମ ଯଜ୍ଞର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି…
Read More...

ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନର ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଲାର ଆମ୍ବ ବୁରେଇଠାରେ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ଚାଷୀମାନଙ୍କୁ ନେଇ ସଂଗଠନର ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ…
Read More...

ଛେଳି ପାଇଁ ଯୁବକ ଜୀବନ ଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଲଉଡମାଲ ଗ୍ରାମରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (୨୪) ନାମକ ଜଣେ ଯୁବକ ଛେଳି ପାଇଁ ଡାଳ କାଟୁଥିବା ବେଳେ ୩୩ କେଭି ବିଜୁଳି ସଂସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ…
Read More...

ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି । ମହାମନ୍ତ୍ର ଧ୍ୱନିରେ…
Read More...

ଖାଉଟି ବଜାରରେ ନିଆଁ : ଟମାଟୋ ୧୦୦କୁ ବ୍ରଏଲର ୨୪୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାଣ୍ଡିଶାଳରେ ମହଙ୍ଗା ମାଡ । ଲେମ୍ବୁ ଟମାଟୋ ପରେ ଏବେ ଆମିଷ ବଜାରରେ ଦର ବୃଦ୍ଧି ପାଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଉଛି । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଟମାଟୋ ୧୦୦ ଟଙ୍କାରେ…
Read More...