Browsing Tag

padampur news

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମଣ୍ତିଆଢିପାଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ୩ଦିନ ବ୍ୟାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞମଣ୍ଡପ କମ୍ପୁଥିଲା ।
Read More...

ଗାଇସିଲେଟ କେନ୍ଦୁପତ୍ର ଡିଭିଜନରେ ଶିଶୁ ଶ୍ରମିକ ପ୍ରସଙ୍ଗ ତଦନ୍ତ ସାପେକ୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ କରୁଛନ୍ତି । ଶିକ୍ଷାକୁ ଅନିବାର୍ଯ୍ୟ ଓ ସାର୍ବଜନିକ କରିବା ପାଇଁ ଶିକ୍ଷା ଅଧିକାର ଆଇନ କରାଯାଇଛି । ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ପାଇବା ତାର ମୌଳିକ ଅଧିକାର । ତାକୁ କେହି ସେ ଅଧିକାରରୁ ବଂଚିତ
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଚାଲିଥିବା ହନୁମାନ ପ୍ରତିଷ୍ଠା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଷ୍ଠା ମହୋତ୍ସବ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ସରବତ ବଣ୍ଟନ ଓ ର୍ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱର କଳା ପରିଷଦ ଇଂସାର
Read More...

ଆଦର୍ଶ ଶିକ୍ଷକ ପାଲା ଗାୟକଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା (୫୦) ଆଉ ଆମ ଗହଣରେ ନାହାଁନ୍ତି । ଆଜି ତାଙ୍କ ବାସ ଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ
Read More...

ଭେଙ୍ଗରାଜପୁରରେ ଧାନମଣ୍ତି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମରେ ଧାନମଣ୍ତି ଉଦ୍‌ଘାଟନ କରାଯାଇଛି । ଏହି ମଣ୍ତିକୁ ଭେଙ୍ଗରାଜପୁର ଗ୍ରାମର ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବା ପାଇଁ ପ୍ରଶାସନ ସ୍ୱୀକୃତି ପ୍ରଦାନ କରଛନ୍ତି । ମୁଖ୍ୟଅତିଥି ଭାବେ
Read More...

ନୃସିଂହନାଥ ବୈଶାଖ ମେଳା ପଛପଟେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ନୃସିଂହନାଥରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ନିଜ ନିଜ କାମ ସାରି ଫେରି ଯାଇଛନ୍ତି । ଶହ ଶହ ଅସ୍ଥାୟୀ ଦୋକାନ ବଜାରର ଅସ୍ତିତ୍ୱ ପଡ଼ି
Read More...

ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁୁମାର ପାଣୀ) : ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଦ୍ମପୁର ସହରରେ ପୂର୍ବରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଜିକାର କିଛି କେନାଲ ବର୍ତ୍ତମାନର ବସ୍ତି
Read More...

ବୁଡାମାଲଠାରେ ଧାନ ମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ବଜାର ପ୍ରାଙ୍ଗଣରେ ମା' ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେବାକୁ ଥିବା ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଉଦ୍‌ଘାଟନ
Read More...

ଶିକ୍ଷା ବିଭାଗ ଦ୍ୱାରା ବୈଶାଖ ମେଳାରେ ଜଳସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ଅନ୍ତରାଲ ପରେ ବୈଶାଖ ଯାତ୍ରା - ୨୦୨୨ ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ମାନ ହୋଇଥିଲା ଏବଂ ସେଥିରେ ମଧ୍ୟରୁ ଶିକ୍ଷା ବିଭାଗ ବରଗଡ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ନିର୍ଦ୍ଦେଶାନାମା ଓ
Read More...

କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଟକ ସ୍ଥିତ ସାରଳା ଭବନ ଠାରେ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ
Read More...