Browsing Tag

padampur news

ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନିଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ଶିବ ମନ୍ଦିର ବନ୍ଧ ମଧ୍ୟରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ,
Read More...

ପ୍ରଶାସନ ପକ୍ଷରୁ ହରିଶଙ୍କରରେ ପଡ଼ିଥିବା ଅଳିଆ ଆବର୍ଜନା ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ଆୟୋଜିତ ହରିଶଙ୍କର ମହୋତ୍ସବ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଶେଷ ହେବା ପରେ ସେଠାରେ ପଡ଼ିଥିବା ଅଳିଆ ଆବର୍ଜନା ସଫାକରାଯାଇନଥିଲା । ଏନେଇ ସବିଶେଷ ଖବର ପ୍ରକାଶ
Read More...

ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନର ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ଯୁବ ସାମ୍ବାଦିକ ରଜନୀକାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନ (ଓସିଇଏମ୍) ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ କଳାହାଣ୍ଡି ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ନିଆରା ତଥା ସ୍ୱଚ୍ଛ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରୁଥିବାରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ
Read More...

ସଂକ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ମଇ ୨ ତାରିଖରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନି ବ୍ୟାପୀ ହୋଇଥିବା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ସମୀକ୍ଷା ତଥା ଆୟବ୍ୟୟର ଅଟକଳ ହୋଇ ଏକ ବୈଠକ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ସଂଗଠନର ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ପୀଠ ସ୍ଥିତ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ବିଗତ ବୈଶାଖ ମେଳା ଉପଲେକ୍ଷ ଖୋଲା ଯାଇଥିବା ଅନ୍ନଛତ୍ରର ଆୟବ୍ୟୟ ବିଷୟରେ ଆଲୋଚନା ସହିତ
Read More...

ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ତଥା ଆଖପାଖ ଗ୍ରାମର ମାଆ ଭଉଣୀ ମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ସଂକୀର୍ତନ ଦଳ ସହ ଶଙ୍ଖ ଘଣ୍ଟ ଗିନି ମୃଦଙ୍ଗ ବଜାଇ ହୁଳ ହୁଳି ଦେଇ ଏକ
Read More...

ପଟ୍ଟନାୟକ ପରିବାର ପକ୍ଷରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ନିବାସୀ ବିଜୟାନନ୍ଦ ପଟ୍ଟନାୟକ (ଲିଟୁ)ଙ୍କ ନିଜସ୍ୱ ଉଦ୍ୟମରେ ତାଙ୍କ ବାସଭବନଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମଯଜ୍ଞରେ କର୍ତ୍ତା ଭାବରେ ବିଜୟାନନ୍ଦ ପଟ୍ଟନାୟକ ତାଙ୍କ ଧର୍ମପତ୍ନୀ
Read More...

ଅସ୍ଥି କର୍କଟ ରୋଗରେ ପୀଡ଼ିତ ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଶିକ୍ଷକ ଦିବସଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକତା ସହ ଅସହାୟ ଲୋକଙ୍କ ପାଇଁ ହେଲ୍ପଲାଇନ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ସାଜିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମର
Read More...

ଭେଉଁରିଆ ଛକ ପୋଲିସ ସହାୟତା କେନ୍ଦ୍ର ନିକଟରେ ଖାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ମୁଖ୍ୟଛକ ଭାବରେ ଜଣାଶୁଣା ଭେଉଁରିଆ ଛକର ପୋଲିସ ସହାୟତା କେନ୍ଦ୍ର ନିକଟରେ ପିଏଚ୍‌ଡି ପାଣିଟାଙ୍କି ଚାବିଥିବା ଢାଙ୍କୁଣୀ ଆଜିକୁ କେତେ ଦିନ ହେଲାଣି ଭାଙ୍ଗିଯାଇ ଖାଲ ସୃଷ୍ଟି ହୋଇଅଛି । ଏହି ଖାଲ ଭିତରେ ପଡିଯାଇ ଛୋଟ ବଡ ଦୁର୍ଘଟଣାର
Read More...

ତେଣ୍ଡାପଦରଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଳିଆପାଲି ପଞ୍ଚାୟତ ତେଣ୍ଡାପଦର ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଷୋହଳ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା
Read More...