Browsing Tag

padampur news

ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାରା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ପରିବେଶ ପ୍ରଦୂଷଣ ପାଇଁ
Read More...

ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହନାଥର ପ୍ରଥମ
Read More...

ପଦ୍ମପୁରରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜଠାରେ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା
Read More...

ବ୍ଲକସ୍ତରୀୟ ବରଗଡ଼ ଇନୋଭେସନର କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଅଛି । ଉକ୍ତ ଶିବିରରେ ବ୍ଲକରେ ମୋନାନୀତ ୭ଟି ସ୍କୁଲର ୭ଜଣ ପ୍ରଧାନ ଶିକ୍ଷକ, ୨୮ଜଣ ମେଣ୍ଟର ଓ ୨୮ ଜଣ କେପଟେନ ସର୍ବମୋଟ ୬୩ ଜଣ ପ୍ରଶିକ୍ଷଣ ନେଇଥିଲେ
Read More...

ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଖେଳ ଶିକ୍ଷକ ହେମ ସାଗର ସାହୁ ଉକ୍ତ
Read More...

ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗତ ୨୭ ତାରିଖ ବୁଧବାର ରାତ୍ରି ୩ ଘଟିକା ସମୟରେ ଜ୍ଞାନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ରାଜବୋଡାସମ୍ବର ବ୍ଲକ ଅଧିନସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ସଂଧ୍ୟାରେ ମିଳିତ
Read More...

ବିନ୍ଧ୍ୟବାସିନୀ ମନ୍ଦିରର ସେବକଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବଢେଇପଡା ନିବାସୀ ନୃସିଂହନାଥ ପୀଠରେ ଅବସ୍ଥିତ ବିନ୍ଧ୍ୟବାସନୀ ମନ୍ଦିରର ସେବକ ପଞ୍ଚୁ କୁମ୍ଭାରଙ୍କ ୯୫ ବର୍ଷ ବୟସରେ ପାଇକମାଲଠାରେ ଦେହାନ୍ତ ହୋଇଯାଇଛି । ଗତ ଛଅ ମାସ ହେବ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ।
Read More...

ରାଜବୋଡାସମ୍ବର ସଂଗୀତ ସମିତି ତରଫରୁ ମୁହୁରୀ‌ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାମଜୀ ଟାଉନ୍‌ ହଲ‌ଠାରେ ସଂଗୀତ ସମିତି ପଦ୍ମପୁର ଆନୁକୂଲ୍ୟରେ ପ୍ରଥମ ରାଜବୋଡାସମ୍ବର ମୁହୁରୀ‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ‌ରେ ବିଭିନ୍ନ ଗ୍ରାମରୁ ଆସିଥିବା ଦଳ ଓ‌ ମୁହୁରୀ‌ ବାଦକାର‌ ଏବଂ ସାଥୀ କଳାକାର ଶହ ଶହ ସଂଖ୍ୟାରେ‌
Read More...

ବରଗଡ-ନୂଆପଡା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ସରକାର ମୋହର ମାରି ବରଗଡରୁ ନୂଆପଡା ପର୍ଯ୍ୟନ୍ତ ଏକ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଦ୍ମପୁର ଓ
Read More...

ବରଗଡ଼-ନୂଆପଡା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡରୁ ନୂଆପଡା ପର୍ୟ୍ୟନ୍ତ ଏକ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ
Read More...