Browsing Tag

padampur news

ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ 'ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ହାଇସ୍କୁଲର ସଭାପତି ପ୍ରୀତମ ମେହେର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ
Read More...

ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରକୃତି ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବନ ବିଭାଗ ରେଞ୍ଜ ଅଫିସ ପରିସରରେ ଏକ ନିଆରା ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରକୃତି ବନ୍ଧୁ ବଡ ଶତପଥି ଓ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ପ୍ରତି ବର୍ଷ ପରି ଏଥର ପାଇକମାଲ ରେଞ୍ଜ ଆଫିସ ପରିସରରେ ନିମ୍ବ ବୃକ୍ଷ
Read More...

ବ୍ଲକ ଦ୍ୱାରା ନିର୍ମିତ ବନ୍ଧ ଭାଙ୍ଗିବା ସ୍ଥିତିରେ : ଚିନ୍ତାରେ ତଳମୁଣ୍ତର ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ମୁନିକେଲ ଗ୍ରାମର ନୂଆଁମୁଡାଠାରେ ପଞ୍ଚାୟତ ସମିତି ଦ୍ୱାରା ଗତ କିଛି ବର୍ଷ ତଳେ ନିର୍ମିତ ହୋଇଥିବା ବନ୍ଧରେ ପାଣି ଭର୍ତ୍ତି ହୋଇ ଏବେ ବନ୍ଧ ଭାଙ୍ଗିବା ସ୍ଥିତିକୁ ପହଞ୍ଚି ଯାଇଥିବା
Read More...

ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ୧୩ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ମୁରଲୀଧର ସାହୁ, ପ୍ରେମାନନ୍ଦ ବାରିକ, କୁବେର ହାତୀ, ମହେଶ୍ୱର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ
Read More...

ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନର । ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା । ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁରବାସୀ କହିଛନ୍ତି । ପଦ୍ମପୁରବାସୀଙ୍କ କହିବା ଅନୁସାରେ ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗମାନଙ୍କ
Read More...

ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ପାଇକମାଲ କୃଷି ବିଭାଗର ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ୧ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ପାଇକମାଲ ବସଷ୍ଟାଣ୍ଡରେ ଧରିଲେ ବରଗଡ ଏବଂ ସମ୍ବଲପୁର
Read More...

ଟ୍ରାକ୍ଟର ଓଲଟି ଚାଳକ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ଧାନମଣ୍ଡି ନିକଟରେ ଆଜି ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଧାରୋଲ ଗାଁର ପୂର୍ଣ୍ଣଚନ୍ଦ୍ର ରଣା (୨୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଟ୍ରାକ୍ଟରରେ ଚାଷ ଜମିକୁ କାଦୁଅ କରୁଥିବା
Read More...

ବିପୁଳ ପରିମାଣର ଦେଶୀ ରନ୍ଧାମଦ ଜବତ : ୪ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ପାଇଁ ପ୍ରତ୍ୟେକ ଗ୍ରାମବାସୀ ପ୍ରୟାସ କରନ୍ତି କିନ୍ତୁ ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ଗାଁରେ ଗ୍ରାମ କମିଟିଙ୍କ ଭୁଲ ନିଷ୍ପତି ପାଇଁ ଆଜି ଗାଁ ବଦନାମ ମୁଣ୍ଡାଇବା ସହ ଜିଲ୍ଲାରେ ଏକ ନକାରାତ୍ମକ ସନ୍ଦେସ ବି ଯାଉଛି
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡଃ ବାଞ୍ଛାନିଧି ପଣ୍ଡା (କ୍ଷେତ୍ରିୟ ବିଦ୍ୱତ ପରିଷଦ ସଭାପତି) ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଗୁରୁଜୀ ବ୍ୟାସଦେବ ବଢେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୁରୁଜୀ
Read More...