Browsing Tag

padampur news

ଚର୍ଚ୍ଚାରେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ମାସ କେଇଟା ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କର ରଖିବାର ନିଆରା କଳା ପାଇଁ ଝରଣା…
Read More...

ଅନ୍ୟାୟ ରିଭର୍ଟ ପ୍ରତିବାଦରେ ସପରିବାର ଦେବେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ୟାୟ ରିଭର୍ଟ ପ୍ରତିବାଦରେ ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ ବୋଲି ଲୁଚନ ମୁନା ଡିଏଫ୍‌ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ସୂଚନା ଅନୁସାରେ ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜ ଚୁହାପାଲିଠାରେ ଲୁଚନ ମୁନା ହେଡ ଚେକର ଭାବରେ କାର୍ଯ୍ୟରତ ଥିଲେ ।…
Read More...

ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ସମ୍ମାନିତ ହେଲେ ଶିଶିର କୁମାର ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଜମଲାର ଶିଶିର କୁମାର ପାଣିଗ୍ରାହୀ । ସୂଚନାଯୋଗ୍ୟ ଯେ, ଆଜାଦି କା ଅମୃତ…
Read More...

ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ରସମୁଣ୍ତା ଗ୍ରାମରେ ନୃସିଂହନାଥ ବନାଞ୍ଚଳ ବିଭାଗ ପକ୍ଷରୁ ନିଆଁ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଭିଏସ୍‌ଏସ୍‌ ତଥା ଯୁବନେତା ବାଜୁବନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଇଥିବା ବେଳେ ଫରେଷ୍ଟ…
Read More...

ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଶିଷ ରଞ୍ଜନ ମହାନ୍ତି ଭିଆର୍‌ଏସ୍‌ ଓଡ଼ିଶା ରାଜ୍ୟ ସରକାରଙ୍କର କେସରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୋଟିଏ ଜନହିତକାରୀ ଓ ଲୋକାଭିମୁଖୀ ଜଜ୍‌ମେଣ୍ଟ ପାସ କରିଛନ୍ତି, ଯେଉଁଥିରେ ଥାନାମାନଙ୍କରେ ଦୀର୍ଘଦିନ ଧରି ଜବତ ହୋଇ ପଡିରହିଥିବା ଗାଡିଗୁଡିକୁ ବିଧିବଦ୍ଧ…
Read More...

ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲା ଅଧ୍ୟୟନରତ : ସରକାର ଚେତିବେ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ସୀମାନ୍ତରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦାବପାଲି ଗାଁ ଅବସ୍ଥିତ । ୧୯୬୦ ମସିହାରେ ଦାବପାଲି ଗ୍ରାମରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ଏବେ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…
Read More...

୫ ଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରୁ ୪ କିମି ଦୂର ପାହାଡ ଉପରେ ପାଞ୍ଚଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ମଣ୍ତୋଖୋଲ ପାହାଡ ଉପରେ ପୂଜକ ସୌକିଲାଲ ବରିହାଙ୍କ…
Read More...

ନୃସିଂହନାଥରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନୃସିଂହନାଥ ଠାରେ ଅବସ୍ଥିତ ଧର୍ମଶାଳାଠାରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ ସଭାପତି ଭୁବନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାର୍ଷିକ ଆୟ ବ୍ୟୟ, ବିଭିନ୍ନ ଆଞ୍ଚଳିକ ସମସ୍ୟା, ଉପଖଣ୍ଡ ସ୍ତରୀୟ ମହାସଭା ତଥା ସମାଜ…
Read More...

ରାସ୍ତାର କାମ ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ସାରମସିଲିରୁ ସାନକୁଞ୍ଜାରୀ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର କାମ ତଦାରଖ କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା ।
Read More...

ରାଜବୋଡାସମ୍ବର ଧନୁଯାତ୍ରା : ଶ୍ରୀକୃଷ୍ଣ ଜନ୍ମ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଗୋଇବାହାଲିଠାରେ ଅନୁଷ୍ଠିତ ହେଉଥିବା ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବା ୨ୟ ସଂଧ୍ୟାରେ ଦେବକୀ -ବସୁଦେବଙ୍କ ବିବାହ, କଂସଙ୍କୁ ବୈବବାଣୀ, କୃଷ୍ଣ ଜନ୍ମ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଦରବାରରେ ଅତିଥି ଭାବରେ ଶିକ୍ଷକ ଗୋବିନ୍ଦ ଅଜଗର,…
Read More...