Browsing Tag

padampur news

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ଅଧ୍ୟକ୍ଷ ଡ଼.ଲଲାତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସଞ୍ଜୟ ତିଗ୍ଗ । ଏନ୍‌ଏସ୍‌ଏସ୍‌ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ
Read More...

ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରି ବିଜେପି ଯୁବନେତା ଯୁଧିଷ୍ଠିର ମେହେର ଦେଖାଇଲେ ମହାନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି ଯୁବନେତା ଯୁଧିଷ୍ଠିର ମେହେର । ଏଠାରେ ସୂଚନା ଯୋଗ୍ୟ ଯେ, ଯୁଧିଷ୍ଠିର ମେହେର ଭାରତୀୟ ଜନତା ପାର୍ଟିର ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ।
Read More...

ପୋଷ୍ଟମର୍ଟମ ହୋଇଥିବାରୁ ଶବକୁ କାନ୍ଧ ଦେଲେନି ଜାତି ଭାଇ : ଛୁଇଁବାକୁ ମନା କଲେ ଗ୍ରାମବାସୀ

ମୋଟର ସାଇକେଲରେ ମଶାଣିକୁ ନେଇ ଶବ ସତ୍କାର କଲେ ସରପଞ୍ଚଙ୍କ ସ୍ୱାମୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନ ହେବା ୭୫ ବର୍ଷ ହେଲା । ଏ ବର୍ଷ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛୁ କିନ୍ତୁ ଛୁଆଁ ଅଛୁଆଁ ଜାତି ପ୍ରଥା ଆଜି ବି ଗାଁ ସହର ସମସ୍ତ ଜାଗାରେ ଭରି ରହିଛି । ଯାହାର
Read More...

ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟମାନଙ୍କରେ “ପୋଷଣ ମାସ” ପାଳନ କରାଯାଉଛି । ଏହି କ୍ରମରେ ବୈତାଳି ସରକାରୀ ଉଚ୍ଚ
Read More...

ଅମଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ପୋଷଣ ମେଳା’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ "ପୋଷଣ ମାସ" ପାଳନ କରାଯାଉଛି । ଏହି କ୍ରମରେ ଅମଠି ସରକାରୀ ଉଚ୍ଚ ପ୍ରାଥମିକ
Read More...

ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରମତୀ ସୁବାସିନୀ ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଂଶଗ୍ରହଣ କରି ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ସଭାପତି ସନ୍ତୋଷ
Read More...

ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତାର ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ସହର ଅନ୍ତର୍ଗତ ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତା ମଝିରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଅଞ୍ଚଳ ବାଣିଜ୍ୟ ପେଣ୍ଠ ସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହରକୁ
Read More...

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସେଫାଲି ପାତ୍ରଙ୍କ ସହଯୋଗରେ ୨୨ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା
Read More...

ପୁଟୁକିଡୁଙ୍ଗୁରି ବିଦ୍ୟାଳୟରେ ପୋଷଣ ସଚେତନତା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗ ଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି
Read More...

କେନ୍ଦୁପତ୍ର ମେଟ୍ ମାନଙ୍କର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନିକେଲ ଗ୍ରାମର ପତର ଫଡିଠାରେ କେନ୍ଦୁପତ୍ର ମେଟ୍, ମୁନସୀ ଓ କେନ୍ଦୁପତ୍ର ତୋଲାଳି ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦ ବାଗଙ୍କ ଅଧ୍ୟକ୍ଷତାରେ ଏକ ଡିଭିଜନ ସ୍ତରୀୟ ଲକ୍ଷେ ଘର ଗଣ୍ଡା
Read More...