Browsing Tag

padampur news

୧୫ ବର୍ଷରେ ପଦାର୍ପଣ କଲା ପଦ୍ମପୁର ବନଦୁର୍ଗା ପୂଜା ଉତ୍ସବ : ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦଶହରା ମାସ, ଧରାପୃଷ୍ଠରେ ଦେବୀ ଦୁର୍ଗା ଅବତରଣେ କରିଛନ୍ତି । ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଦ୍ମପୁର ବନ ଦୁର୍ଗା ମନ୍ଦିର । ପଦ୍ମପୁର ବଡ଼ବନ୍ଧ ସ୍ଥିତ
Read More...

ଦେବଦତ୍ତ କ୍ଲବରେ କୃଷକ ଉତ୍ପାଦକ କମ୍ପାନୀର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବଠାରେ ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ବରଗଡରେ
Read More...

ପୂର୍ବତନ ନାଏବ ସରପଞ୍ଚଙ୍କ ଧର୍ମପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ବିଭୀଷଣ ଦିୱାନଙ୍କ ଧର୍ମପତ୍ନୀ ସୁମତି ଦିୱାନଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ମୁତ୍ୟୁ ବେଳକୁ ୬୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କର ଦୁଇ ପୁଅ ସୁବ୍ରତ ଦିୱାନ, ସୁଶାନ୍ତ
Read More...

ଘରୋଇ ବସ୍‌ ପିଙ୍କିରୁ କଫ୍‌ ସିରଫ୍‌ ଜବତ : କଣ୍ଡକ୍ଟର ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱରରୁ ନୂଆପଡା ଅଭିମୁଖେ ଆସୁଥିବା ଘରୋଇ ବସ ପିଙ୍କିରେ କଫ୍‌ ସିରଫ୍‌ ଆସୁଥିବା ଖବର ପାଇ ସୋହେଲା ପୋଲିସ ଯାଞ୍ଚ କରିଥିଲା ଏବଂ ୭୯୮ ଗୋଟି କଫ୍‌ ସିରଫ୍‌ ଜବତ କରିବା ସହ କଣ୍ଡକ୍ଟର ସରୋଜ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇ ଗତକାଲି ରବିବାର ଦିନ ନିଜ କନସିଂହା ସ୍ଥିତ ବାସ ଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ
Read More...

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ପାଇକମାଲ ସ୍ଥିତ ଶିବ ମନ୍ଦିର ଝରଣାରୁ ପୂର୍ଣ୍ଣ କଳସ ପୂଜାବିଧି କରି ଏକ ଭବ୍ୟ ଶୋଭାଯାତ୍ରାରେ ବାଦ୍ୟ ଘଣ୍ଟ, ଶଙ୍ଖ, ହୁଳହୁଳିରେ ମଣ୍ତପକୁ ଅଣାଯାଇ କଳସ ସ୍ଥାପନ
Read More...

ଅଖିଳ ଭାରତୀୟ ଗୋଁଡ ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଅଖିଳ ଭାରତୀୟ ଗୋଁଡ ସମାଜ ମଣ୍ତପ ପ୍ରାଙ୍ଗଣଠାରେ ରାଜ ବୋଡାସମ୍ବର ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ବୁଢାଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ
Read More...

ପଦ୍ମପୁରଠାରେ ଓଲଟିଲା ଟ୍ରକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରଠାରେ ଡ୍ରାଇଭରର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଳିର କାଳୀ ମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ସୌଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହୋଇନାହିଁ ଘରରେ
Read More...

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା' ଦୁର୍ଗା । ଏ ନେଇ ଚଳ ଚଞ୍ଚଳ ଗାଁଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ସଜେଇ
Read More...

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡିଛି ବୋଲି
Read More...