Browsing Tag

padampur news

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା କମିଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ…
Read More...

ଆଇନ ଛାତ୍ରୀ ଅନିତା ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠା କନ୍ୟା ଅନିତା ପ୍ରଧାନଙ୍କ ୨୨ ବର୍ଷ ବୟସରେ ଗତ ୧୧ ତାରିଖ ଦିନ କୁମାରୀ ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି ।…
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତ ଦେଶବାସୀଙ୍କ ମଧ୍ୟରେ ସଦ୍ଭାବନା ଜରୁରୀ । ସେହି ମହତ ଲକ୍ଷ୍ୟ ନେଇ ଆଜି ପଦ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ୟରେ…
Read More...

ପାଇକମାଲ ପୁଲିସକୁ ବଡ଼ ସଫଳତା : ଦୁଇ ଅଭିଯୁକ୍ତ ଗିରଫ ସହ ଟ୍ରାକ୍ଟର, ୟାମ୍‌ହା ବାଇକ୍‌, ବଜାଜ ଡିସ୍କଭର, ଟାଟା ମେଜିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପାଇକମାଲର ଏଏସ୍‌ଆଇ ବିକେ କାନ୍ଧଧର, ଓଏସ୍‌ଆଇ ପିକେ ଖୁଆସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବେଳେ ଏକ ନମ୍ବର…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଞ୍ଚ ଦିବସୀୟ ୫ଟି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଆର୍. ଡି ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ…
Read More...

ପାଇକମାଲ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁବ ନେତା ସୁଶାନ୍ତ କୁମାର ନାଗ, ଉପ ସଭାପତି ରାକେଶ କୁମାର ଅଗ୍ରୱାଲ, ସଂପାଦକ କୁବେର ରଣା, ସହ ସଂପାଦକ…
Read More...

ଅଙ୍ଗନଦୀରେ ଭାସୁଛି ଅଜଣା ମୃତଦେହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ପଞ୍ଚାୟତ ତଥା ପାଇକମାଲ ବ୍ଲକ ଚୁହାପାଲି ଗ୍ରାମ ମଝିରେ ଥିବା ଅଙ୍ଗନଦୀରେ ଏକ ଅଜଣା ମୃତଦେହ ନଗ୍ନ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ଏହି ଖବର ପାଇଁ ଝାରବନ୍ଧ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଂଚି ତଦନ୍ତ…
Read More...

ଜର୍ଜଗଡ଼ରେ ନିଆରା ସ୍ୱାଧୀନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକ ନିଆରା ଢଙ୍ଗ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଜର୍ଜଗଡ଼ ଗ୍ରାମର ୯ ଗୋଟି ଏସ୍‌ଏଚ୍‌ଜି ଗୃପର ମା' ଓ ଭଉଣୀମାନଙ୍କ ଆନୁକୂଲ୍ୟରେ ତଥା ଯୁବକମାନଙ୍କ ସହଯୋଗରେ ଅଙ୍ଗନବାଡି ସେଣ୍ଟର ପାଖରେ ୨୫…
Read More...

ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ଚରଣ ସ୍ୱାଇଁ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ସ୍ୱାଇଁଙ୍କ ଗୋଡ ଭାଙ୍ଗି ଯାଇଛି । ପଦ୍ମପୁର ପଟରୁ ଏକ ଅଜଣା ବାଇକ କ୍ଷୀପ୍ର ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଅନ୍ୟ…
Read More...

ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ କଲ୍ୟାଣ ମଣ୍ଡପଠାରେ ସୋମବାର ନେହେରୁ ଯୁବ କେନ୍ଦ୍ର ବରଗଡ଼ (କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର) ଓ ଇନକ୍ଲୁସିଭ ଏକ୍ସନର ମିଳିତ ସହଯୋଗରେ ଅନୁଷ୍ଠିତ…
Read More...