Browsing Tag

padampur news

ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୁମାଭଟା ଜଗଦଲପୁରର ପ୍ରକୃତି ପ୍ରେମୀର ଉଦାହରଣ ସାଜିଛନ୍ତି ପ୍ରଫୁଲ୍ଲ ମାକର । ତାଙ୍କ ଘର ପଦ୍ମପୁର ଉପଖଣ୍ଡ ଧୁମାଭଟା ଗ୍ରାମରେ । ସେ ଧୁମାଭଟା ଛକରେ ଏକ ଜଳଖିଆ ଦୋକାନ ସହିତ ବିଭିନ୍ନ ସାମଗ୍ରୀ ରଖି ବିକ୍ରି କରନ୍ତି । ଧୁମାଭଟା ଛକକୁ
Read More...

ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରେଲ ଗ୍ରାମରେ ବରଗଡ ଜିଲ୍ଲାସ୍ତରୀୟ ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଅଧିକାରୀ ଛତ୍ରପତି
Read More...

ବରଗଡ଼ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ନୃସିଂନାଥ ପୀଠରେ ୫ଟି ସଚିବ ଭି.କେ. ପାଣ୍ଡିଆନ

ନୂଆବର୍ଷ ପୂର୍ବରୁ ଶେଷ ହେବ ନୃସିଂହନାଥ ପୀଠ ଓ ଦେବଦର୍ହା ପୀଠର ଉନ୍ନତିକରଣ କାର୍ଯ୍ୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇ ଦିନିଆ ବରଗଡ଼ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ. ପଣ୍ଡିଆନ ଆଜି ପ୍ରଥମେ ବରଗଡ଼ ବ୍ଲକ ଅନ୍ତର୍ଗତ ଗିରିଶୁଳ, ଜୀରାନଦୀ ନିକଟସ୍ଥ ଗଙ୍ଗାଧର ମେହେର ଉଠା ଜଳସେଚନ
Read More...

ସୁରକ୍ଷିତ ଜୀବଜଗତ ପାଇଁ ବୃକ୍ଷରୋପଣ ଜରୁରୀ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁଲାଇ ପ୍ରଥମ ସପ୍ତାହରୁ ସାରା ଦେଶରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଷ୍ଠାନ ତଥା ଗ୍ରାମ ଗୁଡିକରେ ବନମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏ ବର୍ଷର ସ୍ଲୋଗାନ ହେଉଛି Each One, Plant One. ବିଶ୍ୱ ଉତ୍ତାପନ ଆମ
Read More...

ପଦ୍ମପୁରରେ ବର୍ଷା ପାଇଁ ନାହିଁ ନଥିବା ଅସୁବିଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦୀର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ସ୍ଥିତି ବେହାଲ ରହିଛି । ଭୋରରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ସମେତ ତଳି ଅଞ୍ଚଳ ଜଳମଗ୍ନ
Read More...

ଅଠରଗଡ ଗୋଁଣ୍ତ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ଅଖିଳ ଭାରତୀୟ ଗୋଁଣ୍ତ ସମାଜରୁ ପୁରେନା ସର୍କଲ ଶୁକଦେବ ମାଝୀ, ମଦନ ଭୋଇ, ଦୁର୍ଯ୍ୟୋଧନ ପୁଟା, ସୁବ୍ରତ ଦିୱାନ, ଦଶରଥ ନେତାମ, ପ୍ରଭୁନନ୍ଦ ଧରୁଆ, ଭୋଜରାଜ ଧରୁଆ, ତୁର୍ଲା ସର୍କଲରୁ ଭୋଲାନାଥ ଜଗତ, ଭୈଷାଦର୍ହା ସର୍କଲରୁ
Read More...

ପଦ୍ମପୁର ପ୍ରତିଭା ସମ୍ମାନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡର ସମସ୍ତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଜେନିଥ୍ ଇନଷ୍ଟିଚ୍ୟୁଟ, ଝାଙ୍କରପାଲିଠାରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ସଭା ହୋଇଥିଲା । ସଭାପତି ମନୋଜ ପଣ୍ଡା, ମୁଖ୍ୟ
Read More...

ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଥିବା ଅଖିଳ ଭାରତୀୟ ଗୋଁଣ୍ତ ସମାଜ ମଣ୍ତପଠାରେ ଆଜି ରାଣୀ ଦୁର୍ଗାବତୀଙ୍କ ୪୬୦ତମ ବଳିଦାନ ଦିବସ ପାଳନ କରାଯାଇଛି । ଗୋଁଣ୍ତ ସମାଜ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ଶିକ୍ଷାବର୍ଷ ୨୦୨୩ - ୨୪ର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍‌ଷ୍ଠିତ ହୋଇଥିବା ବେଳେ ଶିକ୍ଷକ
Read More...

ବଡ଼ଭାଇର କୁରାଢି ଚୋଟରେ ସାନଭାଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ଭାଇର କୁରାଢୀ ଚୋଟରେ ସାନଭାଇ ଗୁରୁତର ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ପୁଟୁକା ଗ୍ରାମର ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ।
Read More...