Browsing Tag

padampur news

ପଦ୍ମପୁର ଶାରଦୀୟ ନବରାତ୍ରୀ ଦୂର୍ଗାପୂଜା

ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମାଁ ବନଦୂର୍ଗା ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗା ଆଜି ଷଷ୍ଠ ଦିନରେ କତ୍ୟାୟନୀ ବେଶରେ ମାଁ ଦର୍ଶନ ଦେଇଛନ୍ତି । ମାତା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି, ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳୀପୁତ୍ରୀ ପର୍ବତ ରାଜା ହିମାଳୟଙ୍କ…
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିକୁ ମିଳିଲା ସତ୍ୱାଧିକାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ୧୦ ଗ୍ରାମକୁ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଇକମାଳ…
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିର ସତ୍ୱାଧିକାର ମିଳିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ୧୦ ଗ୍ରାମକୁ ସୋମବାର ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ…
Read More...

ପାଇକମାଲରେ ସମ୍ପୂର୍ଣ୍ଣତା ଅଭିଯାନ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଏନେଇ ବ୍ଲକ ମିଟିଙ୍ଗ ହଲରେ ଅନୁଷ୍ଠିତ ସଭାରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ସଭାପତିତ୍ୱ କରିଥିବା ବେଳେ ବରଗଡ ସାଂସଦ ପ୍ରଦୀପ…
Read More...

କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କର୍କଟ ସଚେତନତା ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । କର୍କଟ ରୋଗ ସଚେତନତାର ଗୁରୁତ୍ଵ ବିଷୟରେ ଅଧ୍ୟକ୍ଷାଙ୍କ ଉଦ୍‌ବୋଧନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା…
Read More...

ନବଦିନାତ୍ମକ ବନଦୂର୍ଗା ଶାରଦୀୟ ଦୁର୍ଗାପୂଜା : ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ବେଶରେ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ନବଦୁର୍ଗା ପୂଜାର ଆଜି ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ଦେବୀଙ୍କ ପୂଜାର୍ଚ୍ଚନା ହୋଇଥିଲା । ମାଁ ସ୍କନ୍ଧମାତା ହେଉଛନ୍ତି ଭଗବାନ କାର୍ତ୍ତିକେୟଙ୍କ ମାତା । ତାଙ୍କ କୋଳରେ ଭଗବାନ ସ୍କନ୍ଧ ବସି ରହିଥାନ୍ତି । ସ୍କନ୍ଧମାତା…
Read More...

ଦେବଦତ୍ତ କ୍ଳବକୁ ପ୍ରକୃତି ମିତ୍ର ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ…
Read More...

ବନ୍ୟପ୍ରାଣୀ ସପ୍ତାହ ଅବସରରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରାପ୍ତ ଲିଜି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ବନଖଣ୍ଡ ପକ୍ଷରୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର କୁନାଲ ମୋତିରାମ ଚୌହାନ ମୁଖ୍ୟ…
Read More...

ମିଷ୍ଟି ପ୍ରଡକ୍ସନ୍‌ ଓ ଏସ୍‌ଏସ୍‌ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନକୁ ଆର୍ଥିକ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଟାଉନ୍ ହଲ୍‌ରେ ଗତ ୨୮ ତାରିଖରେ ମିଷ୍ଟି ପ୍ରଡକ୍ସନ ଓ ଏସ୍‌ଏସ୍‌ ମିଡ଼ିଆ ଦ୍ଵାରା ଆୟୋଜିତ ସମ୍ବଲପୁରୀ ସିନେମା 'ବୁନକର୍ ପିଲାର କାଏଁ ଦୋଷ' ଶୁଭମୁକ୍ତି ହୋଇ ୩ ଦିନ ଧରି ଚାଲିଥିଲା । ଏହା ସହ ୩ ଦିନ ହାଉସ୍‌ଫୁଲ ମଧ୍ୟ…
Read More...

ନିଖିଳ ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚିକା ମହାସଂଘର ବୈଠକ ଅନୁଷ୍ଠିତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବୀ ନେଇ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଠାରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପ୍ରାୟ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ । ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ…
Read More...