Browsing Tag

padampur news

ପାଇକମାଲରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପାଇକମାଲରେ ଚାଲିଛି ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା'ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମାଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁରେ ଖୁସିରେ ଭିଜାଇ…
Read More...

ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମହାଗୌରୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତିର ପ୍ରତୀକ ମହାଗୌରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ…
Read More...

ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଛକରୁ ଦୁବୁଲାବାହାଲ ଛକ ରାସ୍ତା ମଝିରେ ଥିବା ହୋଟେଲ ସଙ୍ଗମ ପାଖରେ ଗୁଦେରପାଲି ପଟରୁ ଯାଉଥିବା ଏକ ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଓଡି ୩୧ଡି୯୨୯୧ ଦ୍ରୁତଗତିରେ ଯାଇ ଭାରସାମ୍ୟ ହରାଇ ରାସ୍ତାର…
Read More...

ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ତହସିଲ ଅଫିସକୁ ଲାଗି ରହିଥିବା ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା' ଭଉଣୀ, ଭାଇ ମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ୧୦୮ କଳସିରେ ନୃସିଂହନାଥରୁ ବହି ଆସୁଥିବା ପବିତ୍ର ଝରଣା…
Read More...

ବରିଷ୍ଠ ନାଗରିକ ନୂତନ ପରିଚାଳନା କମିଟି ଗଠନ

ପାଇକମାଲ ଅଞ୍ଚଳର ବିକାଶ ଦିଗରେ ସକରାତ୍ମକ ଚିନ୍ତାଧାରା ନେଇ କାମ କରିବାକୁ ନିଷ୍ପତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକର ସମସ୍ତ ନାଗରିକମାନଙ୍କୁ ନେଇ ଏକ ବୈଠକ ନୃସିଂହନାଥ ଧର୍ମଶାଳା ପରିସରରେ ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ପଦ୍ମପୁର କଣ୍ଟାପଡ଼ା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର କଣ୍ଟାପଡା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ବ ହୋଇଯାଇଛି । ଆଜି କଳସ ଅଧିବାସ ବିଲ୍ଵବରଣ ହୋଇ ଘଟ ସ୍ଥାପନ ହୋଇଛି ଏହି ପୂଜା ଆସନ୍ତା ୧୩ ତାରିଖ ଦିନରେ ପୂର୍ଣ୍ଣାହୁତି ହେବ ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ…
Read More...

ଦୂର୍ଗାପୂଜା ସପ୍ତମୀ ଦିନରେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ସକାଶେ କାଳରାତ୍ରୀ ବେଶରେ ମାଁ ଦର୍ଶନ ଦେଲେ ମାଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ଦୂର୍ଗାପୂଜାରେ ଆଜି ସପ୍ତମୀ ଦିନରେ ଅକାଳ ମୃତ୍ୟୁରୁ ମଣିଷ ସମାଜକୁ ବଞ୍ଚିତ କରିବା ପାଇଁ ମାଁ କାଳରାତ୍ରୀ ବେଶରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ଆଜି ମାଁ…
Read More...

ବିଷାକ୍ତ ଯୁକ୍ତ ଫଳମୂଳ ଯାଂଚ କରାଯାଉ ବୋଲି ଉପ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଚ୍ଛତା ହିଁ ସେବା । ସ୍ୱଚ୍ଛତା ହିଁ ମଣିଷକୁ ନିରୋଗ ରଖିଥାଏ । କିନ୍ତୁ ଖାଦ୍ୟ ପଦାର୍ଥ, ପାଣି, ପବନ ସବୁ ସ୍ୱଚ୍ଛତା ଅଭାବରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାରେ ଜଣାପଡ଼ିଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସବୁ ପରିବେଶକୁ…
Read More...

ସଭାକୁ ଡାକି ଅଧିକାରୀଙ୍କୁ ତାଗିଦ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁର୍ଲୁପାଲି ଗ୍ରାମରେ ସଦସ୍ୟତା ଅଭିଯାନ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଞ୍ଚଳବାସୀ ବିଭିନ୍ନ ଅଭିଯୋଗ କରିଥିବା ବେଳେ ଯନ୍ତ୍ରୀଙ୍କୁ…
Read More...

ପଦ୍ମପୁର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ନର୍ଦ୍ଦମା ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟର ମୁଖ୍ୟଦ୍ଵାର ସମ୍ମୁଖରେ ନର୍ଦ୍ଦମା ପାଣି ଭାସୁଛି । ନିକଟସ୍ଥ ନଳକୂପର ବ୍ୟବହୃତ ପାଣି ଯିବାପାଇଁ କୌଣସି ନାଳ ନଥିବା ଯୋଗୁଁ ସେହି ମଇଳା ପାଣି ଗେଟ୍‌ ସମ୍ମୁଖରେ ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି…
Read More...