Browsing Tag

padampur news

ରାଜବାଟୀ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟାରେ ରାବଣ ଦରବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁର ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ତୃତୀୟ ସନ୍ଧ୍ୟାର ରଞ୍ଜିତା କାର୍ଯ୍ୟକ୍ରମ ରାମଲୀଳା ନାଟ୍ୟଧାରାରୁ ଆରମ୍ଭ ହୋଇଥିଲା । ମହାରାଜ ରାବଣଙ୍କ ଦରବାରରେ ରାଜଅତିଥି ଭାବରେ ପଦମପୁର ଏସ୍. ଡି. ପି. ଓ. ବିଭୁତି ଭୂଷଣ ଭୋଇ ଯୋଗଦେଇ…
Read More...

ନବଦିନାତ୍ମକ ବନଦୁର୍ଗା ଶେଷ ଦିବସରେ ନବକୁମାରୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ନବଦିନାତ୍ମକ ପୂଜା ନବରାତ୍ରୀ ପର୍ବର ପୂର୍ଣ୍ଣାହୁତି ଉପଲକ୍ଷେ ନବକୁମାରୀ ଝିଅ ମାନଙ୍କର ମାଁ ଦୁର୍ଗାଙ୍କର ନବ ଅବତାର ଉଦ୍ଦେଶ୍ୟରେ ଓ ୯ ଦିନ ଉପବାସରେ ଥିବା ଶ୍ରଦ୍ଧାଳୁ ଏହିଦିନ ତାଙ୍କର ସଫଳତା ଏବଂ…
Read More...

ଶାରଦୀୟ ରଞ୍ଜିତାର ଦ୍ୱିତୀୟ ସନ୍ଧ୍ୟା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ଦ୍ଵିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ରଞ୍ଜିତା କାର୍ଯ୍ୟକ୍ରମକୁ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର ସାହୁ ଓ ବରିଷ୍ଠ ସଦସ୍ୟ ପ୍ରୀତମ ମେହେର ଦୀପ ପ୍ରଜ୍ଜ୍ୱଳନ…
Read More...

ହଜି ଯାଉଛି ବୁଢ଼ା ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ । ଏହାକୁ ବଟବୃକ୍ଷ ବୋଲି କୁହାଯାଏ । ଉଦ୍ଭିଦ ବିଜ୍ଞାନର ନାମାନୁସାରେ ଏହାକୁ ଫାଇକସ ବେଙ୍ଘାଲେନସିସ (Ficus Benghalensis) କୁହାଯାଏ । ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲାପରେ ଏହାର ଡାଳରୁ ଓହଳ ବାହାରି ମାଟିରେ…
Read More...

ଡୁମେରବାହାଲ ଗାଁରେ ଷୋହଳ କୋଠି ପୂଜା ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମେରବାହାଲ ଗାଁ ଗୌରପଡାରେ ଷୋହଳ କୋଠି ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ ଉତ୍ସବ ତିନିଦିନ ଧରି ପାଳନ ହୋଇଯାଇଛି । ଗ୍ରାମର ଗୋମତି ହଂସ, ଗିରିଜା ବାଗ, ନୁଆଦେଈ ସେଠ, ଜାମା ବାଗ, ଯମୁନା…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପାଇକମାଲ ନାଗରିକ କମିଟିର ସଦସ୍ୟ : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନାଗରିକ କମିଟିର ସଦସ୍ୟ ମାନେ ଶୁକ୍ରବାର ପଦ୍ମପୁର ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ…
Read More...

ସିଦ୍ଧିଦାତ୍ରୀ ବେଶରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ନବମ ଦିନରେ ମାଁ ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଅନିଲ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ…
Read More...

ପଦ୍ମପୁର ରାଜବାଟି ଶାରଦୀୟ ଦୁର୍ଗାପୂଜା

ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ମାଁଙ୍କୁ ଦର୍ଶନ କଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଐତିହ୍ୟ ପରମ୍ପରା ବିରତ୍ୱ ରାଜବାଟି ଠାରେ ଅବସ୍ଥିତ ଶାରଦୀୟ ଦୁର୍ଗାପୂଜା ଦୁର୍ଗା ମଣ୍ଡପକୁ ଆଜି ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇ ଜଗତଜନନୀ ମାଁ ଦୁର୍ଗାଙ୍କୁ ଦର୍ଶନ କରି…
Read More...

ରାଜ ପରମ୍ପରା ଖଣ୍ଡା ଧୂଆ ସହ ରାଜବାଟୀରେ ହେଲା ଦୁର୍ଗା ପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ରରେ ରାଜତନ୍ତ୍ରର ମହକ ଦେଇଥାଏ ପଦ୍ମପୁର ସାର୍ବଜନୀନ ଦୁର୍ଗା ପୂଜା । ପୁରାତନ ବୋଡାସମ୍ବର ରାଜାଙ୍କ ଶାସନାଧିନ ଅଂଚଳ ମାନଙ୍କରେ ଆଜି ମଧ୍ୟ ସମସ୍ତେ ମିଶି ପଦ୍ମପୁର ରାଜ ବାଟିରେ ହିଁ ପାମ୍ପାରିକ ରୀତିନୀତି ଅନୁଯାୟି ବିଲ୍ୱ ବରଣ ଓ ଖଣ୍ଡା ଧୁଆସହ…
Read More...

ପୁରେନା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟ ଏନକ୍ୱାସ ମାନ୍ୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ର ପୂରେନାକୁ ଭାରତ ସରକାରଙ୍କ ଜାତୀୟ ପ୍ରଣାଳୀ ସଞ୍ଚାଳନ କେନ୍ଦ୍ର, ନୂଆଦିଲ୍ଲୀ ପକ୍ଷରୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ (ଏନକ୍ୱାସ) ମାନ୍ୟତା ମିଳିଛି । ଗତ ସେପ୍ଟେମ୍ବର ମାସ ତା.…
Read More...