Browsing Tag

padampur news

କୋଶଳୀ ଫିଲ୍ମ ‘ନିନ୍ଦା’ର ସୁଟିଙ୍ଗ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କୁଲିଆରୀ ଗ୍ରାମରେ କୋଶଳୀ ଫିଲ୍ମ 'ନିନ୍ଦା'ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଦାଦନ ନେଉଥିବା ସର୍ଦ୍ଦାର କିଭଳି ଭାବରେ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ପଠାଇଥାନ୍ତି । ଅନେକ…
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଳ ବ୍ୟାଙ୍କ ଅଧିକାରୀ ଅନୁପ ସାହୁ । ଶ୍ରୀ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ…
Read More...

ଜର୍ଜଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ : ନିଆରା ଢଙ୍ଗରେ କୁମାରୀ କନ୍ୟା ରତ୍ନ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ଜର୍ଜଗଡ଼ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ ହୋଇଯାଇଛି । ଛୋଟିଆ ଗାଁ ଟିଏ ଜର୍ଜଗଡ଼, ତଥାପି ଗାଁର ସମସ୍ତେ ମିଳିମିଶି ପାଳନ କରିଛନ୍ତି ୨୬ତମ ଦୁର୍ଗାପୂଜା । ସବୁଠାରୁ ସୁନ୍ଦର ଭାବରେ ନିଆରା ଢଙ୍ଗରେ ପାଳନ ହୋଇଛି କୁମାରୀ…
Read More...

ଜଗତଜନନୀ ମାଁ ଦୁର୍ଗା ଧରାଧାମରୁ ମେଲାଣୀ ନେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମାଁ ଜଗତଜନନୀ ଦୁର୍ଗାଙ୍କର ପୂଜନୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଗତ ଅକ୍ଟୋବର ୯ ତାରିଖରୁ ଖଣ୍ଡାଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ…
Read More...

ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ‌ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ହେଲେ ବହୁଦିନ ପର୍ଯ୍ୟନ୍ତ…
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ପଦ୍ମପୁର…
Read More...

ପଦ୍ମପୁର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ

ଏହି ଉତ୍ସବକୁ ଘରେ ଘରେ ପାଳନ କରିବାକୁ ଆହ୍ୱାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହିନ୍ଦୁ ଜାଗରଣ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ସଂଯୋଜକ ଆଶିଷ ସର୍ମାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଶକ୍ତି ପୂଜନ ସମୟରେ ସାମୁହିକ ଶ୍ରୀ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦେବୀ…
Read More...

ପାଇକମାଲ ଥାନାରେ ବିଜୟା ଦଶମୀ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ବିଜୟା ଦଶମୀ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବ ଉପଲେକ୍ଷ ଜଗତ ଜନନୀ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ପଣ୍ଡିତଙ୍କ ମନ୍ତ୍ର ପାଠ ବିଧିମତେ କରାଯାଇଥିଲା । ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ଉତ୍ସବରେ…
Read More...

ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି

ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩୩ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହକ୍ଷ ଗ୍ରାମରେ କୁମାର ପୂର୍ଣ୍ଣିମା ରାବଣ ପୋଡି ଉତ୍ସବ । ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ…
Read More...

ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ୮୮ ବ୍ୟାଚ୍‌ ବା ପ୍ରୟାସର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ…
Read More...