Browsing Tag

padampur news

ପାଖାପାଖି ଦେଢ଼ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇ ପାରୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବସୁଧା ଯୋଜନାରେ ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତର କେନାବୁଦା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜକୁ ଦେଢ଼
Read More...

ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଦିନ ସକାଳ ୯ଟା ସମୟରେ ବିଶିଷ୍ଟ ବାଗ୍ମୀ କବି ସମ୍ପାଦକ ଶ୍ରୀ କୁବେର ପୁରୋହିତଙ୍କ ପଦ୍ମପୁର ସ୍ଥିତ ସିଂହନପୁର ବାସ ଭବନରେ ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ସୁଶ୍ରୀ ଜିତେଶ୍ୱରୀ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ଏ୧ ପାଇଥିବା ମିତ୍ରାବରୁଣ ଦାଶ, ନମ୍ରତା ମଗର ଓ ପଲକ୍ ପାଠୀଙ୍କ ସମେତ ମେଧା ଓ ଭାରତୀକୃଷ୍ଣ ଗଣିତ ପ୍ରତୀଭା ପରୀକ୍ଷାରେ ଓଡ଼ିଶାର ଶ୍ରେଷ୍ଠ ଦଶମ ସ୍ଥାନ
Read More...

ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାଁ ଶକ୍ତିମୟୀ ଅପେରା ପାର୍ଟି ସାପଲହରର ଚଳିତ ବର୍ଷର ସୁପର ହିଟ୍ ନାଟକ 'ମଣିଷ ଗଛର ଛାଇ' ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଅବସର ପ୍ରାପ୍ତ
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମବକାଶରେ ଅବସର ସମୟର ସଦୁପଯୋଗ କରିବା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଗର୍ବ ଓ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଅନୁଷ୍ଠିତ ହୋଇଥିବା ସପ୍ତମ ଶ୍ରେଣୀର ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଆମ ପଦ୍ମପୁର ଶିଶୁ
Read More...

ପ୍ରଦୀପଙ୍କ ପ୍ରେସ୍‌ମିଟ୍‌ : ପାଣ୍ଡିଆନଙ୍କୁ ଟାର୍ଗେଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗତକାଲି ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭାରେ ଦେଇଥିବା ଜିଲ୍ଲା ମନ୍ତବ୍ୟକୁ କାଉଣ୍ଟର କରି ସରକାର କେବେ କ୍ୟାବିନେଟ ବସେଇଥିଲେ ଏବଂ ଯିଏ ଜିଲ୍ଲା ନେଇ
Read More...

ନିଶା କାରବାର ଉପରେ ପୋଲିସ ଚଢାଉ : ୪ ଜଣ ଗିରଫ

ପଦ୍ମପୁର : ନିର୍ବାଚନ ସମୟରେ ନିଶା କାରବାର ଉପରେ ଚଢାଉ କଲା ପଦ୍ମପୁର ପୋଲିସ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ପଦ୍ମପୁର ଅଂଚଳରେ ବିଭିନ୍ନ ସ୍ଥାନରେ ନାକା କରି ଯାଞ୍ଚ କରିବା ସହ ଲଗାତାର ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରଖିଛି । ପଦ୍ମପୁର ଅଂଚଳକୁ ନିଶା ଔଷଧ
Read More...

ବିଜେପି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନିଜର ନାମାଙ୍କନ ଭରି ସାରିଥିବା ବେଳେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ । ତେବେ ବିରାଟ ବଡ଼ ଏକ ଶୋଭାଯାତ୍ରାରେ
Read More...

ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ୍‌ କରିବାପାଇଁ ଅନୁରୋଧ କଲେ – ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପିର ଏକ ଆଶୀର୍ବାଦ୍‌ ସଭା ସୋମବାର ଅନୁଷ୍ଠିତ ହୋଇଥିଲା । ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ । ଏହି ସଭାରେ ପାଇକମାଳ ନାଗରିକ କମିଟି, ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ ସହିତ ଗ୍ରାମର
Read More...