Browsing Tag

padampur news

ପଦ୍ମପୁର ଠାରେ ‘ପ୍ରଜ୍ଞା ପ୍ରବାହ’ର ନୂତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିଶୁ ମନ୍ଦିରଠାରେ ଜୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ 'ପ୍ରଜ୍ଞା ପ୍ରବାହ'ର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା 'ପ୍ରଜ୍ଞା ପ୍ରବାହ' ଗଠନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ ସର୍ବସମ୍ମତି କ୍ରମେ ଅଂଚଳ…
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ପ୍ରଥମ ବାର୍ଷିକ ଉତ୍ସବ ତଥା ନୂଆଁଖାଇ ଭେଟ୍‌ଘାଟ୍‌ ଝାରବନ୍ଧ ଆର୍‌ଏମ୍‌ସି ବଜାର ପ୍ରାଙ୍ଗଣରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଝାରବନ୍ଧର ସଭାପତି ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ…
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ବ୍ରାହ୍ମଣ ସମାଜର ସଂସ୍କୃତି ମଣ୍ଡପ ଠାରେ ୨୫ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ) ଶନିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପାଇକମାଲ ଶିବ…
Read More...

ପାଇକମାଲ ହାଇସ୍କୁଲରେ ସାଇନିଂଙ୍ଗ ଷ୍ଟାର୍‌ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇନିଂଙ୍ଗ ଷ୍ଟାର୍‌ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଅତିଥି ଭାବରେ ରାଧେଶ୍ୟମ ମେହେର ଯୋଗଦାନ କରିଥିଲେ । ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ…
Read More...

ବ୍ଲକସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ,…
Read More...

ଇବ୍‌ ସେତୁ ନିର୍ମାଣ କାର୍ଯ୍ୟ : ଡ଼ିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟାରମ୍ଭ, ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଦୀପ ପୁରୋହିତ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷର ଓଡିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂଙ୍କ ସହିତ କେତେଗୁଡିଏ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ଏକ ପ୍ରେସ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ପାଠଚକ୍ର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ସଂପାନ୍ନର ଶୀର୍ଷକ 'ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ୱାନ' ଥିଲା । ପ୍ରଥମେ ବିଭାଗୀୟ ମୁଖ୍ୟ…
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ୍‌କ୍ରସ୍‌ କାଉନ୍‌ସିଲର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକର ସମୁଦାୟ ୩୬ ଜଣ କାଉନ୍‌ସିଲର ଏହି ଶିବିରରେ ପ୍ରଶିକ୍ଷଣ ଲାଭ କରିଥିଲେ । ମୁଖ୍ୟ…
Read More...

ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ନିଷ୍ଠାପର ଉଦ୍ୟମ ଆଉ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବିକାଠି । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ ଓଡିଶା ପ୍ରଶାସନିକ ସେବାରେ ୪୦୬ ରେଙ୍କ୍‌ ରଖି ବରଗଡ଼ ତଥା ଗାଇସିଲେଟ ଅଞ୍ଚଳ ପାଇଁ ଗୌରବ…
Read More...

ବିଜେପୁରରେ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଶିକ୍ଷକତାକୁ ବ୍ରତ କଲେ ସାମାଜିକ ପରିବର୍ତ୍ତନ ସୁନିଶ୍ଚିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଭା କକ୍ଷରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉଚ୍ଛ୍ୱସିତ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଷ୍ଟେଟ…
Read More...