Browsing Tag

padampur news

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ‘ସମ୍ପ୍ରଦା ଏକ ଅଧ୍ୟୟନ’ ଉପରେ ଆଲୋଚନା ଚକ୍ର

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା 'ସମ୍ପ୍ରଦା ଏକ ଅଧ୍ୟୟନ ' ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ଵ…
Read More...

ରାଜବୋରାସମ୍ବର ସମିତି ସଂଘ ପକ୍ଷରୁ ଭାର ପ୍ରାପ୍ତ ବିଡ଼ିଓ ଦେବାଶିଷ ସିହ୍ନାଙ୍କୁ ସ୍ୱାଗତ ସୌଜନ୍ୟ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରାଜବୋରାସମ୍ବର ବ୍ଲକର ସମିତି ସଭ୍ୟ ସଂଘ ପକ୍ଷରୁ ସଭାପତି ଠାକୁର ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ସଂଯୁକ୍ତା ଚାନ୍ଦଙ୍କ ସହ ରାଜବୋରାସମ୍ବର ବ୍ଲକର ସମସ୍ତ ସମିତି ସଭ୍ୟସଭ୍ୟା…
Read More...

ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦ୍ମପୁରରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ବିଶିକେଶନ ଶତପଥୀ ଆଜି ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସର ସହ ବ୍ଲକ ଶିକ୍ଷା ଅଧିକାରୀ…
Read More...

ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ

୦୫ ଉଇକେଟରେ ପାଇକମାଳକୁ ପରାସ୍ତ କରି ଭଟଲି ଦଳ ଚାମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ଓ ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘ ଆନୁକୂଲ୍ୟରେ ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ ହୋଇଯାଇଛି ।…
Read More...

ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ଗତ ରବିବାର ଦିନ…
Read More...

ଭକ୍ତି ଓ ଶକ୍ତିର ପ୍ରତୀକ ଶ୍ୟାମା ଜ୍ୟୋତି ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ଠାରେ କାଳୀପୂଜା ଉପଲକ୍ଷେ ଦୀର୍ଘ ୫ ଦିନଧରି ଚାଲିଥିବା ଶ୍ୟାମା ଜ୍ୟୋତି ମହୋତ୍ସବ ୨୦୨୪ ଉଦ୍‌ଯାପିତ ହୋଇଯାଇଛି । ମାଁ ସମଲେଶ୍ୱରୀ କଳା ପରିଷଦ ଚିଚିଣ୍ଡାର କଳାକାରମାନେ ଜଳନ୍ଧର ଦରବାର ଅଭିନୟ କରିଥିବା ବେଳେ ଜିଲ୍ଲା…
Read More...

ବରିହାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜପ ରଣାଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ବରଗଡ ସାଂସଦ ପ୍ରଦୀପ ପୁରୋହିତ…
Read More...

ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ, ସାରା ଦୁନିଆ ତମକୁ ସବୁଦିନ ପାଇଁ ମନେ ରଖିବ । ଆଉ ତମେ ଜନ ମାନସରେ ଅମର ହୋଇଯିବ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି…
Read More...

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଭଟଲି ଓ ପାଇକମାଲ ଫାଇନାଲରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଦ୍ଵିତୀୟ ଦିନରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି…
Read More...